ଅଶାନ୍ତ କଟକସାରଦା ପ୍ରସାଦ ମିଶ୍ର କଟକ ନଗର ଧବଳ ଟଗରବୟସ ସହସ୍ରାଧିକହିଂସାର ଅନଳ ପ୍ରଜ୍ଜ୍ବଳି ପ୍ରଖରସୃଷ୍ଟି କରିଛି ଆତଙ୍କ ।ଚଣ୍ଡୀ ଆଶ୍ରିତ ମହାନଦୀ ଧଉତଶାନ୍ତ ସମୀରଣ ତଳେଅସହିଷ୍ଣୁତାର ଘୃଣ୍ୟ ପ୍ରାଚୀରଜନତାଙ୍କୁ ଗ୍ର।ସେ ବଳେ ।ଶୁଭ୍ର ରଜତର କମ୍ର ଅଳଙ୍କାରବିଶ୍ଵର ଯାହାର କ୍ଷାତି |ଆଜି ସେହି ସ୍ଥାନ ରୁଧିରେ ସ୍ନାହାନଖଣ୍ଡିତ ଭାତ୍ରୁ ପ୍ରୀତି ।ମାତା ମହାମାୟା କାହିଁକି ନିର୍ଦ୍ଦୟାତାର ସନ୍ତାନ ଉପରେଭଗ୍ନ ବାରବାଟି ଅଟେ ଯାର ସାକ୍ଷୀମନେ ତା ସଂଶୟ ଭରେ ।ଅପରାଧ ତତ୍ତ୍ଵ କରିଛି ସାବ୍ୟସ୍ତତାର ବଳବନ୍ତ … Continue reading ଅଶାନ୍ତ କଟକ
Copy and paste this URL into your WordPress site to embed
Copy and paste this code into your site to embed