ଓଁ ଶ୍ରୀଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
ଓଁ କଦାଚିତ୍ କାଳିନ୍ଦୀ ତଟବିପିନ – ସଂଗୀତ କ-ରବୋ,ମୁଦାଭିରୀ ନାରୀ ବଦନକମଳା ସ୍ବାଦ – ମଧୁପହ୍।ରମା-ଶମ୍ଭୁ-ବ୍ରହ୍ମା ସୁରପତିଗଣେଶାର୍ଚ୍ଚିତ ପଦୋ,ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁ ମେ। କ୍ଷେତ୍ର ପରିକ୍ରମା ଅବସରରେ ଶ୍ରୀମନ୍ଦିରରେ ଦେବଦର୍ଶନ କ୍ରମରେ କୁତାମ ଚଣ୍ଡୀ -:- ଯଦିଓ କୁତାମ ଚଣ୍ଡୀ ପୋଖରିଆ ମଧ୍ୟରେ ପୂଜିତ ହେଉଥିଲେ, ମରହଟ୍ଟା ଶାସକ ମାନଙ୍କ ଅମଳରେ ଏକ ଭୈରବ ମୂର୍ତ୍ତି ରତ୍ନବେଦୀ ନିକଟରେ ରଖା ଯାଇ ଏହିମୂର୍ତ୍ତି ଅପସାରଣ କରାଯାଇ ଥିଲା। ଏହା ଏକ ତାନ୍ତ୍ରିକ ମୂର୍ତ୍ତି ହୋଇ ଥିବାରୁ … Continue reading ଓଁ ଶ୍ରୀଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
Copy and paste this URL into your WordPress site to embed
Copy and paste this code into your site to embed