ହବିଷିଆଳୀ ବ୍ରତ ଲୋକନାଥ ମିଶ୍ର କୁମାର ପୂର୍ଣ୍ଣିମା ପରେ,ଆରମ୍ଭ କାର୍ତ୍ତିକ ମାସ ।ସାକାହାରୀ ସଂଯମୀ,ହବିଷିଆଳୀ ର ଶପଥ ।ପ୍ରଭାତେ ଶୀତଳ ସ୍ନାନ,ଜଗନ୍ନାଥଙ୍କ ଦର୍ଶନ,ତୁଳସୀ ମୁଳେ ପ୍ରାର୍ଥନା,ହୃଦୟରେ ଏକାଗ୍ରତା ।🍂 “ଶୁଦ୍ଧି ର ଶରୀର ,ଶୁଦ୍ଧି ର ମନ ,ଶୁଦ୍ଧି ହିଂ ଆତ୍ମାରେ” । 🍂ଦିନେ ମାତ୍ର ଗୋଟିଏ ଭୋଜନ,ଅରୁଆ ଚାଉଳ, ସାରୁ, ଅଦା, ମୁଗ ,କଦଳୀ , ନଡିଆ , ଘିଅ, ଶାଗ,ଭକ୍ତିରେ ପୂର୍ଣ୍ଣ ଉପବାସ ।ସାରା ମାସ ପ୍ରାର୍ଥନାରେ,ଧ୍ୟାନେ, କୀର୍ତ୍ତନ ସ୍ୱରେ,ଭକ୍ତିର ପଥେ ଚାଲି,ହୃଦୟ ହୁଏ … Continue reading ହବିଷିଆଳୀ ବ୍ରତ
Copy and paste this URL into your WordPress site to embed
Copy and paste this code into your site to embed