ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ତପନ ନାୟକ ଜାନୁଆରୀ ୧୦ ତାରିଖ ହେଉଛି ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ ତଥା ରାଜନେତା ସୁରେନ୍ଦ୍ର ମହାନ୍ତିଙ୍କ ପୁଣ୍ୟତିଥି। ସୁରେନ୍ଦ୍ର ମହାନ୍ତି (୧୯୨୨-୧୯୯୦) ଥିଲେ ଓଡ଼ିଆ ସାହିତ୍ୟ ଆକାଶର ଏକ ଉଜ୍ଜ୍ୱଳ ନକ୍ଷତ୍ର। ସେ ଏକାଧାରରେ ଜଣେ କାଳଜୟୀ ଔପନ୍ୟାସିକ, ଗାଳ୍ପିକ, ସମାଲୋଚକ, ସାମ୍ବାଦିକ ଏବଂ ଜଣେ ସଫଳ ରାଜନେତା ଥିଲେ। ସେ ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ। ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ନୀଳଶୈଳ’ … Continue reading ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି