Bhimiswar Mahadev
ବଳୀ ଯେପରି ଜଗନାଥ ମନ୍ଦିର ରେ ଲିଂଗ ରୂପେ ପୁଜା ପାଉଛନ୍ତି ସେହିପରି ଜଗନ୍ନାଥ ମନ୍ଦିରରେ ପାଞ୍ଚ ପାଣ୍ଡବ ମାନେ ବଟ ବୃକ୍ଷ ପାଖରେ ଲିଂଗ ରୂପେ ପୁଜା ପାଉଛନ୍ତି। ପୁରୀ ସହରରେ ମଧ୍ୟ ପାଞ୍ଚ ଜାଗାରେ ଏ ମାନେ ଯଦି ଓ ଲିଂଗ ରୂପେ ପୁଜା ପାଉଛନ୍ତି ମାତ୍ର ଏମାନେ ଚଳନ୍ତି ପ୍ରତିମା ରୁପେ ନରେନ୍ଦ୍ର ରେ ପଞ୍ଚ Pandava ହୋଇ ମଦନମୋହନ ଲକ୍ଷ୍ମୀ ସହିତ ଚାପ ଖେଳନ୍ତି ଚନ୍ଦନ ଯାତ୍ରା ସମୟରେ। ପୁରୀ ପାଖରେ ବ୍ରହ୍ମଗିରି ରେ ପାଞ୍ଚ ପାଣ୍ଡବ ମାନଙ୍କର ମନ୍ଦିର ପାଞ୍ଚ ଜାଗାରେ ଅଛି। ଏମାନେ ମହାଦେବ ରୂପେ ଅଛନ୍ତି ମାତ୍ର ଏମାନଙ୍କ ଚଳନ୍ତି ପ୍ରତିମା ଦୋଳ ମଣ୍ଡପ କୁ ବିଜେ କରନ୍ତି ପଞ୍ଚ ପାଣ୍ଡବ ହୋଇ। ଦ୍ରୌପଦୀ ଏଠାରେ Harachandi ରୂପେ ପୁଜା ପାଉଛନ୍ତି। Bhimiswar temple is very famous here. Bhimiswar ଏଠାରେ ପାତାଳ ମହାଦେବ like Ishaneswar Mohadev. ମାତ୍ର ଦେଖି ବାର କଥା ହେଲା from inside the Patal ମହାଦେବ always ପାଣି ଫୋଟକା ବାହାରୁଛି। ଏହା ଦେଖି ବାର କଥା।

