LATEST POSTS
July 19, 2025
ଆସିଛି ଶ୍ରାବଣ
ସାରଦା ପ୍ରସାଦ ମିଶ୍ର
ଶଇଳ ସାନୁର ଶିଖର ଡେଇଁ ଶ୍ରାବଣ ମେଘସିକ୍ତ କରିଛି ତପନ ତପ୍ତ ଧରଣୀ ଅଙ୍ଗ ।ଶୁଷ୍କ ମୁର୍ତ୍ତିକ। ପାଇଛି ପ୍ରାଣ ଜଳ ପରଶେରଙ୍ଗ ମେଲିଛି ଆପଣା ଦେହେ ମହା ହରଷେ ।ବାଦଲ ଚିରି ଝରି ପଡେ ନଭୁ ବରଷା ଧାରସ୍ଥାବର ଜଙ୍ଗମ ସହ ସବୁ ପ୍ରାଣୀ ହୋଇଛି ସ୍ଥିର।ହରଷିତ ବନସ୍ପତି ଆନନ୍ଦେ ଉଠେ କୁରୁଳିଯୌବନ ମଦିରା...
Read More
July 19, 2025
Tears of Gratitude: Reflecting Smita’s emotional reunion with Rohini on her wedding day
By Lokanath Mishra
(Smita and Rohini meet in school and develop a strong bond, studying together for nearly a decade. During their school days, they embark on an adventurous journey...
Read More
July 19, 2025
ଆତ୍ମଦାହ
ସାରଦା ପ୍ରସାଦ ମିଶ୍ର
ଆତ୍ମଦାହ
ସାରଦା ପ୍ରସାଦ ମିଶ୍ର
କେତେ ଆଶା କେତେ ସପନ ନେଇ
ମହାବିଦ୍ୟାଳୟେ ପଢ଼ିବା ପାଇଁ
ଆସିଥିଲା ଦୂର ମଫସଲୁ ଧାଇଁ
ଗଢ଼ିବାକୁ ଭବିଷ୍ୟତ
କାମନାର କୃର ପାଶେ ବନ୍ଦୀ ହୋଇ
ନିଜକୁ କଲା ନିହତ।
ଓଡ଼ିଆ ଭାଷା ସାହିତ୍ୟ କର୍ଣ୍ଣଧାର
ଯାହାଙ୍କ ନାମେ ନାମିତ ବିଦ୍ୟା ମନ୍ଦିର
ଛାତ୍ରୀ ଥିଲା ସେହି ପ୍ରତିଷ୍ଠାନର...
Read More
July 18, 2025
The History of Hinduism in America: A Multifaceted Journey
By Lokanath Mishra
Hinduism’s presence in America is a rich and complex narrative that spans centuries. From the early Transcendentalist movement to the establishment of thriving Hindu communities, the history...
Read More
No posts found
