LATEST POSTS

for wp (3)
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୦)
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୦) ରାଜା ପୃଥୁ ଦେବର୍ଷି ନାରଦକୁ ପଚାରିଲେ ଭୋ ମୁନି ! ଆପଣ କାର୍ତ୍ତିକ ବ୍ରତ ଉଦ୍ୟାପନ କରି ବୈକୁଣ୍ଠ ପୁରକୁ ଗମନ କଟିଥିବା ବହୁ ଲୋକଙ୍କ ଦୃଷ୍ଟାନ୍ତ ଦେଲେ ଏହାକୁ ଶୁଣି ମୋହର କର୍ଣ୍ଣ ପବିତ୍ର ହୋଇଗଲା । ଏବେ ଆପଣ କୁହନ୍ତୁ କାର୍ତ୍ତିକ ବ୍ରତ ଧର୍ମ ବଳରେ ସୂର୍ଯ୍ୟ ଙ୍କ ତଳେ ବାସ କରୁଥିବା...
Read More
for wp (1)
ଯୋଗ୍ୟତା
ଯୋଗ୍ୟତା ସାରଦା ପ୍ରସାଦ ମିଶ୍ର ଧୃଷ୍ଟତା ମାର୍ଜନା କରିବେ ହେ ବାଲ୍ମୀକି ବ୍ୟାସରାମାୟଣ ମହଭାରତ କଲ କାହିଁକି ପ୍ରକାଶଏହା କଣ ନୁହେଁ ଇତିହାସମୁଷ୍ଟିମେୟ ହେତୁବାଦୀ କହେ ଏହା ବକବ।ସ୍ ।ବିଶ୍ବରେ ବନ୍ଦିତ ହେଲ ଲେଖି ମହାକାବ୍ୟହେତୁବ।ଦୀ ପଚାରଇ ତୁମର ଯୋଗ୍ୟତାକେଉଁ ବିଶ୍ଵ ବିଦ୍ୟାଳୟ ଦେଇଛି ପ୍ରମାଣ ପତ୍ରସପନରେ ଦେଖାଦେଇ କୁହ ମହାଭାଗ...
Read More
for wp (2)
ବାଲିଯାତ୍ରା
ବାଲିଯାତ୍ରା ସାରଦା ପ୍ରସାଦ ମିଶ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ହେଲା ଆସିମହାନଦୀ କୂଳେ ହୋଇଲା ଭିଡସାରା ଭାରତରୁ ନାନା ବ୍ୟବସାୟୀଆସି ଉଭ।କଲେ ଦୋକାନ ମାଳ ।ବାଲିଯାତ୍ରା ବୋଲି ପଡ଼ିଗଲା ହୁରିବାଳକଠୁ ବୃଦ୍ଧ ହୋଇଲେ ଖୁସିନାନା ପ୍ରକାରର ଖାଦ୍ୟ ମାନ ଖାଇକେତେ କେତେ ଚିଜ କିଣିବେ ଆସି ।କାହିଁକି ହୁଅଇ ଏ ବାଲି ଯାତରାକାର୍ତ୍ତିକ ମାସ...
Read More
Kartika Mahatmya
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୯)
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୯) ରାଜା ପୃଥୁ ଦେବର୍ଷି ନାରଦ ଙ୍କୁ ପ୍ରଣାମ କଲେ ଓ କହିଲେ ଭୋ ମୁନି ! ରାଜା ଚୋଳ ଓ ବିଷ୍ଣୁ ଦାଶ ବ୍ରାହ୍ମଣ ନିଜର ଧର୍ମ ବଳରେ ବୈକୁଣ୍ଠ ପୁରକୁ ଗମନ କଲେ ?ଆଉ କିଏ କିଏ କାର୍ତ୍ତିକ ଉଦ୍ୟାପନ କରି ବୈକୁଣ୍ଠ ପ୍ରାପ୍ତି ହୋଇଥିଲେକି ?ଯଦି ପ୍ରାପ୍ତି ହୋଇଥିଲେ ତାହାଲେ ସେମାନେ କିଏ ?ମୋତେ କୁହନ୍ତୁ ମୁନିବର...
Read More
1 150 151 152 153 154 306