LATEST POSTS
November 22, 2024
। ଭାଗବତ ।♾️♾️⭕⭕♾️♾️
ଶୁଣି ବୋଲନ୍ତି ନାରାୟଣ। ଭୋ ମାତ ଶୁଣ ମୋ ବଚନ।ବ୍ରହ୍ମା ଯେ ସୃଷ୍ଟି ଭିଆଇଲା। ତୁମ୍ଭ ଦୁହିଁଙ୍କି ଜାତ କଲା।
ପୃଶ୍ନି ସୁତପା ନାମ ବହି। ଜନ୍ମ ହୋଇଲ ତୁମ୍ଭେ ଦୁଇ।ତାର ଆଦେଶ ଘେନି ଶିରେ। ମିଳିଲ ଗହନ ବନରେ।
ଅନେକ ଦୁଃଖେ ତପ କରି। ଜଳ ପବନ ପତ୍ର ଚରି।ବରଷା ଗ୍ରୀଷ୍ମ ଶୀତ ହିମେ। ଶ୍ଵାସ ନିରୋଧି ମହାଶ୍ରମେ।
ଶତେବରଷ...
Read More
November 22, 2024
. ꧁❣️ଶ୍ରୀରାମ ଚରିତ ମାନସ❣️꧂
. ॥ ଅଯୋଧ୍ୟା କାଣ୍ଡ ॥. 🌹 ॐ 🌹
ଏକ ଦେଖି ବଟ ଛାଁହ ଭଲି ଇସି ମୃଦୁଲ ତୃନ ପାତ । କହହିଂ ଗବାଁଇଅ ଛିନୁକୁ ଶ୍ରମୁ ଗବନବ ଅବହିଂକି ପ୍ରାତ ॥
ଭାବାର୍ଥ :- କେହି କେହି ବଟ ବୃକ୍ଷ ଛାୟା ଦେଖି ନରମ ଘାସ ଆଉ ପତ୍ର ବିଛାଇ କହୁଥିଲେ ଏଠାରେ ଅଳ୍ପ ସମୟ ହେଉ ମଧ୍ୟ ବିଶ୍ରାମ କରି କ୍ଳାନ୍ତି ଦୂର କରିନିଅନ୍ତୁ...
Read More
November 21, 2024
.ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ
ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ
!! ଭାଗ – ୧୪୪ !!
ଡା.କୃପାସିନ୍ଧୁ ମିଶ୍ର✤●○●○●○✤‼️✤○●○●○●✤ସୌଜନ୍ୟ: ଆଧ୍ୟାତ୍ମ ଜଗତ ହ୍ବାଟ୍ସଆପ୍ ଗୃପ୍✤●○●○●○✤♾️✤○●○●○●✤
══━━━━✥◈❤️◈✥━━━━══
ପ୍ରସ୍ରବଣ ପର୍ବତର ପାଦ ଦେଶରେ ଅତି ବିସ୍ତୃତ ଗୁମ୍ଫାଟିଏ ଥିଲା Ι ସତେ ଯେପରି ବ୍ରହ୍ମା...
Read More
November 21, 2024
। ଭାଗବତ ।♾️♾️⭕⭕♾️♾️
ଏ ମର୍ତ୍ତ୍ୟେ ମୃତ୍ୟୁ ସର୍ପ ରୂପେ। ଦଂଶିବ ବୋଲି ମହାକୋପେ।ଦେଖଇ ପ୍ରାଣୀଙ୍କି ନିରତ। କରଇ କ୍ଷଣେ କ୍ଷଣେ ଗ୍ରସ୍ତ।
ଶରଣ ତୋର ପାଦେ ଯେହୁ। ସେ ମୃତ୍ୟୁ ପାଇବଟି କାହୁଁ।ବାହୁଡ଼ି ହୋଏ ସେ ନିରାଶ। ସେ ପ୍ରାଣୀ ରହେ ତୋର ପାଶ।
ତୁ ଏବେ ହରି ରଖ ତୋତେ। କଂସକୁ ନ ଯାଇ ପରତେ।ମୋର ଉଦରୁ ତୋର ଜାତ। ଲୋକେ କରିବେ କାହୁଁ...
Read More
No posts found
