LATEST POSTS

WhatsApp_Image_2024-10-17_at_6.15
ଚକ୍ରବାକ ଚକ୍ରବାକୀ ସମ୍ବାଦ
ଚକ୍ରବାକ ଚକ୍ରବାକୀ ସମ୍ବାଦ ପମ୍ପା ସରୋବର କୂଳେ କୂଳେ ଶ୍ରୀରାମ ଓ ସୌମିତ୍ରୀ ଚାଲିଥାନ୍ତି Ι ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ମନ ମୋହି ନେଉଥାଏ Ι ବୈଦେହୀଶଙ୍କୁ ବୈଦେହୀଙ୍କର ଅଭାବ ବିବ୍ରତ କଲା Ι ଏତେ ଅନୁପମ ଦୃଶ୍ୟରାଜି ଏବଂ ଏହି ମନ୍ତ୍ରମୁଗ୍ଧ କରି ତୋଲୁଥିଵା ବାତାବରଣରେ ପ୍ରାଣପ୍ରିୟା ପାଶରେ ଥିଲେ, କେତେ ସୁଖରେ ସମୟ ବିତୁଥାନ୍ତା...
Read More
IMG-20241007-WA0167
ଶାବରୀ -୨
ଶାବରୀ -୨ କବନ୍ଧ ସ୍ଵର୍ଗପୁରକୁ ଯିବା ପୂର୍ବରୁ ପମ୍ପା ସରୋବରକୁ ପଥ, ପମ୍ପା ସର ଓ ତାର ଚତୁର୍ପାର୍ଶ୍ୱରେ ଥିବା ଅରଣ୍ୟାନୀର ସୌନ୍ଦର୍ଯ୍ୟ, ଦିବଂଗତ ଋଷି ମାତଙ୍ଗଙ୍କ ଆଶ୍ରମ ଓ ସେ ଆଶ୍ରମରେ ଦୀର୍ଘକାଳ ଅପେକ୍ଷାରତା ଏକ ତପସ୍ୱିନୀ ବିଷୟରେ ସବିଶେଷ ତଥ୍ୟ ଦେଇ ଯାଇଥିଲେ Ι ପ୍ରକୃତରେ ତାଙ୍କର ବର୍ଣ୍ଣନା ଅନୁରୂପ ପ୍ରାକୃତିକ ଶୋଭାର ଭଣ୍ଡାର...
Read More
IMG-20241011-WA0009 (1) (1)
ନବ ଦୁର୍ଗା ସ୍ତୋତ୍ରମ୍
ନବ ଦୁର୍ଗା ସ୍ତୋତ୍ରମ୍ ଶ୍ରୀ ଗଣେଶଃ ହରିଦ୍ରାଭଂଚତୁର୍ଵାଦୁ ହାରିଦ୍ରଵସନଂଵିଭୁମ୍ପା। ଶାଂକୁଶଧରଂ ଦୈଵଂମୋଦକଂଦଂତମେଵ ଚ ଦେବୀ ଶୈଳପୁତ୍ରୀ ବଂଦେ ଵାଂଛିତଲାଭାୟ ଚଂଦ୍ରାର୍ଧକୃତଶେଖରାଂ ଵୃଷାରୂଢାଂ ଶୂଲଧରାଂ ଶୈଳପୁତ୍ରୀ ୟଶସ୍ଵିନୀମ୍ ଦେବୀ ବ୍ରହ୍ମଚାରିଣୀ ଦଧାନା କରପଦ୍ମାଭ୍ୟାମକ୍ଷମାଲା କମଂଡଲୂ ଦେବୀ ପ୍ରସୀଦତୁ ମୟି...
Read More
IMG-20241007-WA0167
॥ ଶାବରୀ॥
॥ ଶାବରୀ॥ ॥ ଶାବରୀ॥ ଅନେକ ଦିନ ତଳର କଥା Ι ପମ୍ପା ସରୋବରଠାରୁ କିଛି ଦୂରରେ ଭୀଲ ମାନଙ୍କର ଗୋଟିଏ ଜନବସତି ଥାଏ Ι ଭୀଲ୍ ରାଜାଙ୍କର କନ୍ୟା ଶ୍ରମଣାକୁ ବିବାହ ବୟସ ହେବାରୁ ଅନ୍ୟ ଏକ ଭୀଲ ସର୍ଦ୍ଦାରଙ୍କ ପୁତ୍ର ସହିତ ତାଙ୍କର ବିବାହ ସ୍ଥିରୀକୃତ ହେଲା Ι ଶବର ପଲ୍ଲୀରେ ବିବାହ ଉତ୍ସବ ସମୟରେ କିଛି ଛାଗ ଓ ମହିଷ ଆଦି ପଶୁଙ୍କୁ ଗ୍ରାମଦେବତୀଙ୍କ...
Read More
1 169 170 171 172 173 183