LATEST POSTS
November 23, 2024
॥ ଭାଗବତ ॥
♾️⭕⭕♾️
ପ୍ରଥମେ ହୋଇଲି ମୁଁ ଜାତ। ନାମ ମୋ ପୃଶ୍ନିଗର୍ଭ ଖ୍ୟାତ।ଦ୍ଵିତୀୟେ କଶ୍ୟପ ଅଦିତି। ରୂପରେ ତୁମ୍ଭ ଉତପତ୍ତି।
ମୁଁ ପୁଣି ତୁମ୍ଭ ଗର୍ଭେ ଜାତ। ଉପେନ୍ଦ୍ର ବାମନ ବିଖ୍ୟାତ।ମୋହର ନାମ ଭାବଗ୍ରାହୀ। ଜନ୍ମିଲି ପୁଣି ଦେହ ବହି।
ପୁତ୍ର ଲାଳସେ ପାଳି ମୋତେ। ପଶିବ ମୋର ଦେହେ ଅନ୍ତେ।ଦେବଙ୍କ ବଚନେ ମୁଁ ଜାତ। ଅସୁର କରିବି...
Read More
November 23, 2024
.ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ
ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟ
ଡା.କୃପାସିନ୍ଧୁ ମିଶ୍ର✤○●○●○●✤
══━━━━✥◈❤️◈✥━━━━══
ପ୍ରସ୍ରବଣ ଶୈଳ ଉପରେ ଜାନକୀଙ୍କ ବିରହରେ ଜାନକୀବଲ୍ଲଭ ଅତି ଦୁଃଖରେ କାଳ କାଟୁଥାଆନ୍ତି Ι ଅମ୍ବରରେ ଘନଘନ ନିନାଦିତ ଘନର ଡମ୍ବରୁ, ପ୍ରଭୁଙ୍କର ଅନ୍ତରରେ ପ୍ରଳୟର ଦୁନ୍ଦୁଭି ନିଃସ୍ୱନ ପରି ପ୍ରତୀୟମାନ...
Read More
November 22, 2024
ମୁଁ ଅକର୍ତ୍ତା ଆତ୍ମା ଅଟେ
ମୁଁ ହିଁ ଜାଣିବା ଯୋଗ୍ୟ ବ୍ରହ୍ମ। ମୁଁ ଆକାଶ, ବାୟୁ, ତେଜ, ଜଳ, ପୃଥିବୀ ଏବଂ ତାଙ୍କ ଦ୍ୱାରା ନିର୍ମିତ ଦେଖିବା, ଜାଣିବା, ଅନୁଭବ କରିବା ଜଡ଼ ସ୍ଥୁଳ ବସ୍ତୁ ନୁହେଁ। ମୁଁ ନାମ, ରୂପ ତଥା କ୍ରିୟାରୁ ଅଲଗା ସଚ୍ଚିଦାନନ୍ଦ ଆତ୍ମା।
ତେଜର ସତ୍ତ୍ୱଗୁଣରୁ ନିର୍ମିତ ନେତ୍ର ତେଜର ତମୋଗୁଣରେ ନିର୍ମିତ ରୁପକୁ ଦେଖାଇପାରେ।...
Read More
November 22, 2024
। ଭାଗବତ ।♾️♾️⭕⭕♾️♾️
ଶୁଣି ବୋଲନ୍ତି ନାରାୟଣ। ଭୋ ମାତ ଶୁଣ ମୋ ବଚନ।ବ୍ରହ୍ମା ଯେ ସୃଷ୍ଟି ଭିଆଇଲା। ତୁମ୍ଭ ଦୁହିଁଙ୍କି ଜାତ କଲା।
ପୃଶ୍ନି ସୁତପା ନାମ ବହି। ଜନ୍ମ ହୋଇଲ ତୁମ୍ଭେ ଦୁଇ।ତାର ଆଦେଶ ଘେନି ଶିରେ। ମିଳିଲ ଗହନ ବନରେ।
ଅନେକ ଦୁଃଖେ ତପ କରି। ଜଳ ପବନ ପତ୍ର ଚରି।ବରଷା ଗ୍ରୀଷ୍ମ ଶୀତ ହିମେ। ଶ୍ଵାସ ନିରୋଧି ମହାଶ୍ରମେ।
ଶତେବରଷ...
Read More
No posts found
