LATEST POSTS

pexels-photo-2802368-2802368.jpg
ମୋ ଦେଶ
ମୋ ଦେଶ ସାରଦା ପ୍ରସାଦ ମିଶ୍ର କେତେ ସୁନ୍ଦର ଏ ଦେଶ ଆମରଏହାରି କୋଳେ ଜନମଏହି ଦେଶ ପାଣି ଏ ଦେଶ ପବନେଗଢା ଆମରି ଜୀବନ।ସୁଜଳ। ସୁଫଳ। ଶସ୍ୟ ଶ୍ୟାମଳ।ଅରଣ୍ୟ କୁନ୍ତଳା ମାଆପ।ର।ବାର ତାର ଅଙ୍ଗ ପଖ।ଳେଚୁମ୍ବେ ଶୀତଳ ବାଆ ।ଗିରିଶିର ପରେ ତ।ରକିତ ବ୍ୟୋମହସେ ପୁଣି ନିଶା ପତିପାଦପ କୁଞ୍ଜୁ ବିହଗ ସଙ୍ଗୀତେମତୁଆଲା ହୁଏ ରାତି ।କୁଳୁ କୁଳୁ ନାଦେ...
Read More
1000453831
A Spiritual Journey to Mata Jagulamba Temple
A Spiritual Journey to Mata Jagulamba Temple: By Lokanath Mishra As we stepped out of our vehicle, the warm sun cast its golden rays upon us, signaling the beginning of a divine adventure. Alongside my wife, her brother, and sister-in-law, I embarked on a spiritual journey...
Read More
95ae9223bd0384a14403a7a8991aab88
ପେଜ, ପଖାଳ ଓ ପ୍ରଭୁ ଜଗନ୍ନାଥ
ପେଜ, ପଖାଳ ଓ ପ୍ରଭୁ ଜଗନ୍ନାଥ ଶ୍ରୀଜଗନ୍ନାଥଙ୍କ ଭୋଗସାମଗ୍ରୀ ମଧ୍ୟରେ ଅନ୍ୟୂନ ପାଞ୍ଚ ପ୍ରକାରର ପଖାଳ ଭୋଗ ଶ୍ରୀଜଗନ୍ନାଥଙ୍କ ପଖାଳପ୍ରିୟତାର ନିଦର୍ଶନ ହୋଇଯାଇଛି। ଓଡ଼ିଆରେ ଗୋଟିଏ କଥା ଅଛି- “ଶାଗଖିଆକୁ ପେଜପିଆ ସହିପାରେ ନାହିଁ।” ଏହାର ଅର୍ଥ- ଯିଏ ପେଜ ପିଇ ଜୀବନ ବଞ୍ଚୁଥାଏ, ଅର୍ଥାତ୍ ଅତି ଗରିବ, ସିଏ ଶାଗ-ପଖାଳ ଖାଇ ବଞ୍ଚୁଥିବା...
Read More
1000452704
ମହାପ୍ରଭୁଙ୍କ ପାଖେ ପଖାଳ ଭୋଗ
ମହାପ୍ରଭୁଙ୍କ ପାଖେ ପଖାଳ ଭୋଗ ଖାଲି ଓଡ଼ିଆ ଘରେ ନୁହେଁ, ଓଡ଼ିଆଙ୍କ ଆରାଧ୍ୟ ବଡ଼ ଠାକୁରବି ଭାରି ଭଲ ପାଆନ୍ତି ପଖାଳକୁ। ସେଇଥି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ କେତେବଳେ ଦହି ଭାସେ, କେତେବେଳେ ଘିଅ ବାସେ। ମହାପ୍ରଭୁଙ୍କ ବଡ଼ ପଣିଆକୁ ପ୍ରତିପାଦିତ କରିବାକୁ ଯାଇ ଓଡ଼ିଆ ଲୋକେ କଥା କଥାରେ ଥଟ୍ଟା କରି କୁହନ୍ତି,...
Read More
1 247 248 249 250 251 306