ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ବିଭିନ୍ନ ସେବା ଲାଗି ନିଯୁକ୍ତ ସେବାକାରୀ
🔴 ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ବିଭିନ୍ନ ସେବା ଲାଗି ନିଯୁକ୍ତ ସେବାକାରୀ🔴( ଛତିଶା ନିଯୋଗ ଓ ୧୨୦ ପ୍ରକାରର ସେବକ ) ଶ୍ରୀଜଗନ୍ନାଥ ମନ୍ଦିରରେ ବିଭିନ୍ନ ସେବା ଲାଗି ନିଯୁକ୍ତ ସେବାକାରୀ ସେବକ ନାମରେ ଜଣା । ଶ୍ରୀମନ୍ଦିରର ଦୈନଦିନ ନୀତି ସଂପାଦନ କରିବା ପାଇଁ ୧୧୯ ପ୍ରକାର ସେବା ରହିଅଛି । ଶ୍ରୀ ମନ୍ଦିର ସ୍ୱତ୍ତ୍ୱଲିପି ସଂଶୋଧନ କରାଯାଇ୧୯୮୮ ମସିହାରେ ୧୨୦ ତମ ସେବାଭାବେ ବେହେରା କରଣ ସେବାକୁ ପୁନଃ ପ୍ରଚଳନ କରାଯାଇଛିା ଛତିଶାନିଯୋଗ ଜଗନ୍ନାଥଙ୍କର […]
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ବିଭିନ୍ନ ସେବା ଲାଗି ନିଯୁକ୍ତ ସେବାକାରୀ Read More »

