ଗ୍ରହଣର ଅଟ୍ଟହାସ ସାରଦା ପ୍ରସାଦ ମିଶ୍ର ବରଷ ମଧ୍ୟରେ ଯେବେ ଯେବେ ଆସେଗ୍ରହଣ ପରାଗ ଦିନହେତୁବ।ଦୀ ଗଣ ଆମିଷ ଭୋଜନକରିଥାନ୍ତି ଏହିଦିନ ।ନିଜକୁ ତିଆରି କରି ଭଲ ରୂପେଆସନ୍ତି ଗଣ ମାଧ୍ୟମଆଖି ଝଲସିବା ପୋଷାକକୁ ପିନ୍ଧିଦେଇଥାନ୍ତି ଦରଶନ ।ଦୂର ଦର୍ଶନ ଉପସ୍ଥାପକ ଗଣଜ୍ୟୋତିଷଙ୍କୁ ସଙ୍ଗେ ନେଇଟି ଭି ପରଦାକୁ କମ୍ପମାନ କରିଭାଷଣ ଚାଲନ୍ତି ଦେଇ ।ସେଥିମଧ୍ୟେ କିଛି ଇସାହି ପଣ୍ଡିତହିନ୍ଦୁ ଆରାଧ୍ୟ ମାନଙ୍କୁପରିହାସ କରି କରିଥାନ୍ତି ଯୁକ୍ତିଭାବନ୍ତି ଉଚ୍ଚେ ନିଜକୁ ।ବୁଝି ହୁଏ ନାହିଁ ଏହାର ଫଳରେକିବା … Continue reading ଗ୍ରହଣର ଅଟ୍ଟହାସ
Copy and paste this URL into your WordPress site to embed
Copy and paste this code into your site to embed