ଗୁରୁ ଦିବସ

ଗୁରୁ ଦିବସ ସାରଦା ପ୍ରସାଦ ମିଶ୍ର ଆନ୍ଧ୍ର ପ୍ରଦେଶର ସର୍ବପଲ୍ଲୀ ଗ୍ରାମେତେଲୁଗୁ ବ୍ରାହ୍ମଣ କୁଳେଜନମିଥିଲେ ଜଣେ ପ୍ରସିଦ୍ଧ ପୁରୁଷସୀତାମା ଙ୍କର କୋଳେ।ପିତା ବିରସ୍ଵ।ମୀ ଥିଲେ ଉକ୍ତସ୍ଥାନେରାଜସ୍ବ ଅଧିକାରୀପରେ ମାନ୍ଦ୍ରଜ ର ତିରୁତ୍ତାନ ଠାରେରହିଥିଲେ ଘରକରି ।ପରମ ପାବନ ପୁରୁଷ ଶ୍ରୀକୃଷ୍ଣରାଧା ପ୍ରେମ ମୟୀ ଦେବୀପୁତ୍ରର ନାମ ରଧାକୃଷ୍ଣ ପିତାମାତାଦେଇଥିଲେ ଭାବିଭାବି ।ଶୈଶବରୁ ଶିଶୁ କ୍ରମେ ବଡ ହୋଇବିଦ୍ୟାଳୟେ ପ୍ରବେଶିଲାଗଣିତ ବିଦ୍ୟାରେ ଧୁରନ୍ଧର କିନ୍ତୁଦର୍ଶନ ବିଦ୍ୟା ପଢିଲା ।ଦର୍ଶନ ଶାସ୍ତ୍ରରେ ସର୍ବ ଉଚ୍ଚ ଶିକ୍ଷାଲାଭ କରି ସେ ଯୁବକଦେଶର … Continue reading ଗୁରୁ ଦିବସ