ତୀର୍ଥଯାତ୍ରାର ପୂର୍ଣ୍ଣତା

ତୀର୍ଥଯାତ୍ରାର ପୂର୍ଣ୍ଣତା ଶ୍ରୀଜଗନ୍ନାଥ ଦର୍ଶନରେ ଲୋକନାଥ ମିଶ୍ର ତୀର୍ଥ ପଥେ ଚାଲି ଚାଲି, ଶତ ନଦୀ ପାର,ଧର୍ମର ଡାକ ଶୁଣି ଯାଇ, ମନ ହେଲା ପ୍ରସାର ।ଚାରି ଧାମର ଧୂଳି ଲାଗି, ଦ୍ୱାଦଶ ଜ୍ୟୋତି ଦେଖି,ତଥାପି ହୃଦୟ କହୁଥିଲା— “ଅଧୂରା ରହିଛି କିଛି” । ସୋମନାଥର ସନ୍ଧ୍ୟା ଆରତୀ, ଶଙ୍ଖ ଧ୍ୱନି ମଧୁର,ଶିବ ଲିଙ୍ଗେ ଜ୍ୟୋତି ଖେଳିଲା, ଚିତ୍ତ ହେଲା ପବିତ୍ର ।ଶିବ କହିଲେ ନିରବେ— “ଏଠି ନୁହେଁ ଶେଷ,ପୁରୁଷୋତ୍ତମ କ୍ଷେତ୍ରେ ଯାଅ, ସେଠି ମିଳିବ ଲେଶ” … Continue reading ତୀର୍ଥଯାତ୍ରାର ପୂର୍ଣ୍ଣତା