🕉️ କାର୍ତ୍ତିକ ମାହାତ୍ମ୍ୟ🕉️🙏🙏🚩🚩🕉️🚩🚩🙏🙏ଦଶମ ଅଧ୍ୟାୟ💐🌸💮🏵️🌺🏵️💮🌸💐🚩⚜️🐚🕉⚜️🐚🚩ସ ମାଂ ସଂପୂଜ୍ୟ ବିଧିବଦ୍ଧେଶ୍ଚ ଅତି ଭକ୍ତିତଃସଂ ପହସ୍ୟ ତଦା ବାକ୍ୟ ଯଦାଦ ନୃପସତ୍ତମଃ। ନାରଦ ମୁନି ଅନୁରାଗେ । କହନ୍ତି ପୃଥୁ ରାଜା ଆଗେ ।।ଶୁଣ ରାଜନ ଗ୍ରନ୍ଥସାର । ବିଷ୍ଣୁଙ୍କୁ ପାଇ ଜଳନ୍ଧର ।।ଲକ୍ଷ୍ମୀ ସହିତେ ତାର ପୁରେ। ରହିଲେ ବାନ୍ଧବ ଭାବରେ।।ତେଣୁ ଅସୁର ମହାସୁଖୀ । ଜଗତ ଶିରା ପୁରେ ରଖି।।ଦେବ ଖଟନ୍ତି ଭୃତ୍ୟ ମତେ । ଦିନ ବଞ୍ଚନ୍ତି ଦୁଃଖ ଚିତ୍ତେ।।ଏ ଅନ୍ତେ ଗଲା କେତେକାଳ । … Continue reading କାର୍ତ୍ତିକ ମାହାତ୍ମ୍ୟ
Copy and paste this URL into your WordPress site to embed
Copy and paste this code into your site to embed