କାର୍ତ୍ତିକ ମାହାତ୍ମ୍ୟ  (ନବମ ଅଧ୍ୟାୟ)

କାର୍ତ୍ତିକ ମାହାତ୍ମ୍ୟ  (ନବମ ଅଧ୍ୟାୟ) ନବମ ଅଧ୍ୟାୟ ପ୍ରବିଷ୍ଟେ ନଗରୀଂ ଦୈତ୍ୟେ ଦେବାଃ ଶକ୍ରପୁରୋଗମାଃ।ସୁବର୍ଣ୍ଣାଦ୍ରି ଗୁହାଂ ପ୍ରାପ୍ୟନ୍ୟବିଶନ୍ ଦୈତ୍ୟତାପିତାଃ ।। କହନ୍ତି ପଦ୍ମଯୋନି ସୁତ ।ପଦ୍ମ ପୁରାଣେ ଯେ ଉକତ।।ଉତ୍ତର ଖଣ୍ଡେ ଗ୍ରନ୍ଥସାର।ଶୁଣ ହେ ପୃଥୁ ନୃପବର।।ଦେବେ ଯେ ସ୍ଵର୍ଗ ଛାଡ଼ିଗଲେ ।କନକ ଗୁହା ଆଶ୍ରେ କଲେ।।ଅସୁରେ ତିନିପୁରେ ପୂରି ।ଭୁଞ୍ଜନ୍ତି ତିନି ଲୋକ ଶିରୀ।।ଦିନେ ନୃପତି ଜଳନ୍ଧର ।ହକାରି ଶୁକ୍ର ମନ୍ତ୍ରୀବର।।ଅଇରି ଭାବେ ହିଂସା ବହି । ପୁଚ୍ଛଇ ଦେବେ ଗଲେ କାହିଁ।।ଯେବେ ବି ପ୍ରାଣେ … Continue reading କାର୍ତ୍ତିକ ମାହାତ୍ମ୍ୟ  (ନବମ ଅଧ୍ୟାୟ)