କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୧)

କାର୍ତ୍ତିକ_ମାହାତ୍ମ୍ୟ (ଭାଗ -୧୧) ଭଗବାନ ଶ୍ରୀକୃଷ୍ଣ ସତ୍ୟଭାମା ଙ୍କୁ ଶୁଣାଉଥିବା କଥା କୁ ନାରଦ ପୃଥୁ ରାଜା ଙ୍କୁ କହୁଛନ୍ତି । ପୃଥୁରାଜା ଏଠାରେ ପ୍ରଶ୍ନ କଲେ ହେ ମୁନି ! ଭଗବାନ ଶଙ୍କର ଯୁଦ୍ଧ କ୍ଷେତ୍ରକୁ ଆସି ତାଣ୍ଡବ ରଚନା କରି ସେଦିନ ବିଶ୍ରାମ ନେଲେ ? କିନ୍ତୁ ଜଳନ୍ଧର କୁ ବଧ କରି ପାରିଲେ ନାହିଁ ? ତାପରେ କଣ ହେଲା ? ଈଶ୍ୱର ଭଗବାନ ଯୁଦ୍ଧକୁ ଆସିଲେ ନା ନାହିଁ ? ଯଦି … Continue reading କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୧)