କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୪)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୪) ରାଜା ପୃଥୁ ନାରଦ ଙ୍କୁ ପ୍ରଣିପାତ କଲେ ଓ କହିଲେ ଭୋ ମୁନି ! ଭଗବାନ ବିଷ୍ଣୁ ଦେବତା ମାନଙ୍କୁ ତୁଳସୀ ସ୍ଥାପନ ବିଷୟରେ କହିଲେ ?ତୁଳସୀ ବୃକ୍ଷ ପୂଜା କଲେ କି ,କି ,ସୁଫଳ ମିଳେ ତା କହିଥିଲେ କି ,ନାହିଁ ?ଯଦି କହିଥିଲେ ସେ ବିଷୟରେ ମୋତେ କହିବା ହୁଅନ୍ତୁ ?ଦେବର୍ଷି ନାରଦ କହିଲେ ହେ ରାଜନ !ଯାହା ମୁଁ ବିଷ୍ଣୁଙ୍କ ମୁଖରୁ ଶୁଣିଛି ତାହା ତୁମ ନିକଟରେ … Continue reading କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୪)