ହାଲଚାଲ

ହାଲଚାଲ ସାରଦା ପ୍ରସାଦ ମିଶ୍ର କୃଷକ ଯୁବକ ମନ ଆନନ୍ଦରେତିନିଶହ ଟଙ୍କା ନେଇଯାଇଥିଲା ସୋସାଇଟ ଅଫିସୟୁ ରିଆ ସାର ପାଇଁ ।ସୋସାଇଟ ରେ ମିଳିଲାନି ସାରଛକ ଦୋକାନକୁ ଆସିବୁଝିଲା ସାର ବସ୍ତ।କର ମୂଲ୍ୟସେଠାରେ ସ।ତଶ ଅଶୀ ।ପଇସା ନହେବାରୁ ବିକଳେ ଆସିପହଞ୍ଚିଲା ନିଜ ଘରେପତ୍ନୀକୁ ଗେହ୍ଲେଇ କହିଲା ପ।ଞ୍ଚଶଟଙ୍କା ଦେଲୁ ମୋତେ ଧ।ରେ ।ସୁଭଦ୍ରା ଟଙ୍କା ତୁ ପାଇଛୁ ତ ଏବେଦେଇଥା ସେଥିରୁ କିଛିଭାରିଯା ତାର ମୁହଁ ମୋଡ଼ି କହେମୋ ଖର୍ଚ୍ଚ ପାଇଁ ରଖିଛି ।ପାଉଁଜି ସହ … Continue reading ହାଲଚାଲ