🌕 କୁମାର ପୂର୍ଣ୍ଣିମା 🌕 ଲୋକନାଥ ମିଶ୍ର ପ୍ରଭାତେ ସୂର୍ଯ୍ୟ ଉଇଁଲେ,ତଉରା ମୂଳେ ନୂଆ ପୋଶାକେ,ଖଇ, କଦଳୀ, ଜହ୍ନି ଫୁଲେ,ଅଞ୍ଜୁଳି ଦେଇ ପ୍ରାର୍ଥନା କରେ- “ହେ ସୂର୍ଯ୍ୟଦେବ, ହେ ଜୀବନଧାରୀ,ମୋର ମନର କଥାକୁ ପୂରଣ କର” । ଦିନ ସାରା ହସର ଖେଳ,“ପୁଚି”, “ବୋହୁବୋହୁକା” ଅଙ୍ଗଣାରେ,କନ୍ୟାମାନଙ୍କ ସ୍ୱରରେ ମିଳେ,ମଲ୍ଲୀ ଜୁଈର ସୁଗନ୍ଧି ଝରେ । ସନ୍ଧ୍ୟାବେଳେ ଉଇଁଲା ଜହ୍ନ ,ଧଳା ଆଲୋକେ ରଜତ ସିହାଂସନ ।ହାତରେ ଧରି ଚକଟା,ଖଇ, କଦଳୀ, ଛେନାର ସୁଗନ୍ଧ । ଉଦାର ଚନ୍ଦ୍ରଙ୍କୁ … Continue reading କୁମାର ପୂର୍ଣ୍ଣିମା
Copy and paste this URL into your WordPress site to embed
Copy and paste this code into your site to embed