ଯେବେ ଲତାଙ୍କ କଣ୍ଠସ୍ୱର ଶୁଣି ନେହେରୁଙ୍କ ଆଖିରୁ ଲୁହ ଝରିଥିଲା…

ଯେବେ ଲତାଙ୍କ କଣ୍ଠସ୍ୱର ଶୁଣି ନେହେରୁଙ୍କ ଆଖିରୁ ଲୁହ ଝରିଥିଲା… ​ଆଜିର ଦିନ (୨୭ ଜାନୁଆରୀ) ଭାରତୀୟ ସଙ୍ଗୀତ ଏବଂ ଦେଶପ୍ରେମ ଇତିହାସରେ ଏକ ସ୍ମରଣୀୟ ଦିନ।​୨୭ ଜାନୁଆରୀ, ୧୯୬୩: ୧୯୬୨ ଭାରତ-ଚୀନ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସେହିଦିନ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ପ୍ରଥମ ଥର ପାଇଁ ଗାଇଥିଲେ ସେହି କାଳଜୟୀ ଗୀତ— “ଏ ମେରେ ୱତନ କେ ଲୋଗୋଁ” … Continue reading ଯେବେ ଲତାଙ୍କ କଣ୍ଠସ୍ୱର ଶୁଣି ନେହେରୁଙ୍କ ଆଖିରୁ ଲୁହ ଝରିଥିଲା…