ମା ଆସୁଛନ୍ତି ସାରଦା ପ୍ରସାଦ ମିଶ୍ର ପଲ୍ଲୀଠୁ ସହର ହେଉଛି ଚଞ୍ଚଳବିଜେ ହେବେ ଆସି ମାଆଝର ଝର ବାରି ପଡୁଛି ଗଗନୁବହୁଛି ଶୀତଳ ବାଆ ।ମଣ୍ଡପ ତୋରଣ ହେଉଅଛି ସଜାଶିଳ୍ପୀ ତୁଳୀକ। ଚଞ୍ଚଳଅନ୍ତିମ ପ୍ରଲେପ ମୁରତିରେ ଦିଏନାହିଁ ତାରେ ଅବସର ।ବଜାର ବିପଣି କୋଳାହଳ ପୂର୍ଣ୍ଣନିଜ ମନ ପସନ୍ଦରବସ୍ତ୍ର ଅଳଙ୍କାର ସୌଖିନ ସାମଗ୍ରୀକ୍ରୟ କରେ ନାରୀ ନର ।ଦୂର ସହରରୁ ମନ ଆନନ୍ଦରେଦଶହରା ପୂଜା ପାଇଁନିଜ ଗୃହ ମୁଖେ ଫେରୁଛନ୍ତି ଥୋକେଦେଖିବେ ଜନମ ଭୂଇଁ ।ମଉସୁମୀ କିନ୍ତୁ … Continue reading ମା ଆସୁଛନ୍ତି
Copy and paste this URL into your WordPress site to embed
Copy and paste this code into your site to embed