ମା’ ବିମଳାଙ୍କ ଦୁର୍ଗା ପୂଜା

ମା’ ବିମଳାଙ୍କ ଦୁର୍ଗା ପୂଜା। ଲୋକନାଥ ମିଶ୍ର । ଜଗନ୍ନାଥ ଧାମର, ଦେଉଳ ଭିତର,ସନ୍ଧ୍ୟାରେ ଶୋଭେ ମା’ ବିମଳାଙ୍କ ମୂଖ ।ଘଣ୍ଟା ଘଣ୍ଟି, ବାଦ୍ୟ, ବାଜେ ସମେତେ,ଭକ୍ତମାନେ ନାଚନ୍ତି, ଗାଆନ୍ତି ପ୍ରେମରେ । ନବରାତ୍ରି ଶୁଭେ, ଜଳେ ଦୀପାବଳୀ,ଚମକେ ମଣ୍ଡପ, ପଡଇ ମାଛବଳୀ ।ମା’ଙ୍କୁ ଅର୍ପଣ, ପୁଷ୍ପ, ଧୂପ, ଦୀପ,ଜୟଧ୍ୱନି ମିଶି, କମ୍ପଇ ମନ୍ଦିର । ଭକ୍ତଙ୍କ ଚକ୍ଷୁରେ, ଲୁହର ପ୍ରବାହ,ମା’ ପାଦେ ପଡ଼ି, ପାଆନ୍ତି ସୁପଥ ।ବିମଳା ପ୍ରସାଦ, ମହିମା ପରମ,ଏକାଦଶୀରେ, ଗୋଷାଣି ବିଦାୟ । … Continue reading ମା’ ବିମଳାଙ୍କ ଦୁର୍ଗା ପୂଜା