ସୂର୍ଯ୍ୟାର୍ଘ୍ୟ

ସୂର୍ଯ୍ୟାର୍ଘ୍ୟ ତପନ ନାୟକ ​ତୀର୍ଥ ପୁଷ୍କରିଣୀ ଚନ୍ଦ୍ରଭାଗା କୂଳେ,ଭକ୍ତିର ଜୁଆର ଉଛୁଳେ…ଅନ୍ଧକାର ନାଶି ଆସୁଛନ୍ତି ପ୍ରଭୁ,ସପ୍ତ ଅଶ୍ୱ ଚଢ଼ି ହେଳେ ।​ଶାମ୍ବ ପାଇଥିଲେ ମୁକ୍ତିର ମାର୍ଗ,ସେହି ପବିତ୍ର ଏ ବାରି…ଶ୍ରଦ୍ଧାରେ ଢାଳୁଛି ପ୍ରଣାମ ଅର୍ଘ୍ୟ,ଦୁଃଖ ଯାଉ ମୋର ସରି ।​ଅର୍କକ୍ଷେତ୍ରର ସୁନେଲି ବାଲିରେ,ଜାଳିଦିଅ ପ୍ରେମ ଦୀପ…ତୁମରି ଆଲୋକେ ଆଲୋକିତ ହେଉ,ସଭିଙ୍କର ମନ ପାପ ।​ଜୟ ଜୟ ହେ ସୂର୍ଯ୍ୟ ନାରାୟଣ,ଜୟ ହେ ଜଗତ ଆଖି…ତୁମରି କରୁଣା ଆମ ସାଥେ ଥାଉ,ଚନ୍ଦ୍ରଭାଗା ହେଉ ସାକ୍ଷୀ ।​🙏 ଓଁ ସୂର୍ଯ୍ୟାୟ … Continue reading ସୂର୍ଯ୍ୟାର୍ଘ୍ୟ