ମାଟିର ସୁଗନ୍ଧ – ୨(ସାହିତ୍ୟିକ ମୁକ୍ତକବିତା)॥ ଲୋକନାଥ ମିଶ୍ର ॥ ପ୍ରଭାତର କୁହୁଡିରେଗାଁର ପଥଉଠୁ ଥିଲା ଶାନ୍ତରେ,ପାଦେ ପାଦେମାଟିର ପାରିଜାତସୁଗନ୍ଧେ ଭିଜାଉଥିଲାଶିଶୁମନ । ସାତ କୋଶ ଦୂରରଶିକ୍ଷାଳୟ ପଥେଚାଲୁଥିଲେଦିନ କୁ ଦୁଇଥର,କାଣ୍ଟାଝାଡ଼ଜଙ୍ଗଲପଥ,ଗୋଧି , ସାପଭୟଙ୍କର ସ୍ଥିତି,ତଥାପିହୃଦୟରେ ଜଗନ୍ନାଥପ୍ରାର୍ଥନାରପଦକ୍ଷେପ ନଥିଲା ଶିଥିଳ । ବର୍ଷା ରୁତୁରେପଥେ ପଥେପାଣିରେ ଭାସୁଥିଲାଆମ ପାଦଚିହ୍ନ,କିନ୍ତୁ ସ୍ୱପ୍ନଭାସୁଥିଲା ନାହିଁ । ସନ୍ଧ୍ୟାକାଳେପଥରେ ପଡ଼ୁଥିବାସୂର୍ଯ୍ୟାସ୍ତର ରଙ୍ଗଆମ ଗୋରା ହାତରେଆଶାର ଚାଷ କରୁଥିଲା । ତେର ବସନ୍ତରେଜେଷ୍ଠାଭଗିନୀବିବାହିତା ହେଇଗାଁରୁ ବିଦାୟ ନେଲା,ପାଦେ ଅଳତାଚକ୍ଷୁପଥେ ଲୁହ,ଗାଁର ମାଟିତାହାର ସ୍ମୃତିକୁଚିରକାଳ … Continue reading ମାଟିର ସୁଗନ୍ଧ – ୨
Copy and paste this URL into your WordPress site to embed
Copy and paste this code into your site to embed