ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା: “ନବାଙ୍କ ବେଶ”

ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା: “ନବାଙ୍କ ବେଶ” 🌸​ଆଜି ମକର ସଂକ୍ରାନ୍ତିର ପୂର୍ବ ଦିନ, ସନ୍ଧ୍ୟା ପରେ ଆରମ୍ଭ ହୁଏ ଶ୍ରୀ ମନ୍ଦିର ରେ ବଡ଼ ଦିଅଁଙ୍କ ନବାଙ୍କ ବେଶ । ପୁରୀ ବଡ଼ଦାଣ୍ଡରେ ଶୀତୁଆ ପବନ ସାଙ୍ଗକୁ ମନରେ ଏକ ଅଜବ ଭକ୍ତିର ଶିହରଣ ଆସିଯାଏ । ଆପଣ ଜାଣିଛନ୍ତି କି, ଆଜି ସନ୍ଧ୍ୟାରେ ଆମ କାଳିଆ ସାଆନ୍ତ ଏକ ଅତି ସ୍ୱତନ୍ତ୍ର ବେଶରେ ଦର୍ଶନ ଦିଅନ୍ତି, ଯାହାକୁ କୁହାଯାଏ ‘ନବାଙ୍କ ବେଶ’। ​କ’ଣ ଏହି ନବାଙ୍କ … Continue reading ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା: “ନବାଙ୍କ ବେଶ”