ସେଇ “ମା” ତପନ କୁମାର ନାୟକ ବଦଳିବନୀ କେମିତି ଯେସ୍ନେହର ପରସ ଭିତରେଈର୍ଷା, ଦ୍ଵେଷ ଯେତେ ଅଜ୍ଞାନଅନ୍ଧତ୍ଵର ଅନ୍ଧକାରଅବା ଚିହ୍ନା ମୁହଁର ଅଭୂଲାପଣ | ତୋଳିଆଣି ସକାଳୁ ସକାଳୁସ୍ନିଗ୍ଧ ମୁହୁରତର ଚୁମ୍ବନଆଙ୍କିଦେ ତୋ ଯଠା ର ସମୟର ପ୍ରତିଦାନଚିବୁକରେ ଫୁଲର ପରଶ ଦେଇସଉନଲାଇଦେ , ରହିବନି ତୋ ଶିଶୁରଆଉ ଅଭୁଜା ପଣ | ଲୁକ୍କାୟିତ ମନ ଭିତରୁଲିଭିଯିବ ଯେତେ ପଶୁପଣନିଜ ପ୍ରତିବିମ୍ବରେ ହଜି ଯାଉଛୁ ତୁ କାଇଁଲୁଚିଯିବ ଯେତେତୋର କ୍ରୁଦ୍ଧଗର୍ଜନ | ଅହଂକାର, ମିଥ୍ୟା ଆବର୍ଜନାକଳୁଷିତ ବାତାବରଣସଫା … Continue reading ସେଇ “ମା”
Copy and paste this URL into your WordPress site to embed
Copy and paste this code into your site to embed