ସାବିତ୍ରୀ ପୁରାଣ ॥ ବନ୍ଦଇ ଦେବ ନାରାୟଣ । ଅନାଦି ପରମ କାରଣ ॥ଜଗତ ହିତେ ଦେହଧାରୀ । ଧରାରେ ଧର୍ମ ରକ୍ଷାକାରୀ ॥ସକଳ ବ୍ରତର କାରଣ । ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ ॥କୃଷ୍ଣଙ୍କୁ ଯୁଧିଷ୍ଠିର ଦିନେ । ପଚାରି ଦେଲେ ସଖାପଣେ ॥କୁହ ହେ ଜଗତ ଗୋସାଇଁ । ଜଗତ ହିତେ ଦୟାବହି ॥କି ବ୍ରତ କଲେ ନାରୀମାନେ । ହୋଇବେ ସୁଖୀ ସବୁଦିନେ ॥ଶଙ୍ଖା ସିନ୍ଦୂର ବଜ୍ର ହେବ । କୋଳରେ ଶିଶୁ ଖେଳୁଥିବ … Continue reading ସାବିତ୍ରୀ ପୁରାଣ ॥
Copy and paste this URL into your WordPress site to embed
Copy and paste this code into your site to embed