ସୋମନାଥ : ସମୟର ଶିଳାଲିପି:ଲୋକନାଥ ମିଶ୍ର ୯.୨.୨୬ଦିନ ତିନିଟା—ଘଡ଼ି କହିଲା “ବର୍ତ୍ତମାନ”,କିନ୍ତୁ ସୋମନାଥର ମାଟିକହିଲା— “ଶାଶ୍ୱତ”। ମୁଁ ଓ ସେ—ଜୀବନର ଦୀର୍ଘ ପଥରଦୁଇ ସହଯାତ୍ରୀ,ସମୁଦ୍ର ପାଖରେ ରହିନିଜ ଅସାରତାକୁପ୍ରଥମେ ଦେଖିଲୁ । ହୋଟେଲର ନିରବ ଘରେଶରୀର ବିଶ୍ରାମ ନେଲା,କିନ୍ତୁ ମନ—ଦୀର୍ଘକାଳ ଧରିଅସ୍ଥିର ପ୍ରଶ୍ନରେଜ୍ୱଳିଥିବା ଏକ ଦୀପ । ଲକ୍ଷ୍ମୀନାରାୟଣ ମନ୍ଦିର—ଧୂପର ଗନ୍ଧ,ଘଣ୍ଟାର ନାଦ,ମନକୁ ଶିଖାଇଲାନମ୍ର ହେବାର ଅର୍ଥ । ତାପରେଅହଲ୍ୟାବାଇ ହୋଳକରଙ୍କପୁରୁଣା ସୋମନାଥ—ପଥର ଦେହରେଇତିହାସର ଶ୍ୱାସ,ବିନାଶ ପରେ ମଧ୍ୟଅତୁଟ ଆସ୍ଥାରନୀରବ ପ୍ରମାଣ । ମୁଖ୍ୟ ସୋମନାଥ—ଭଂଗା ଓ … Continue reading ସୋମନାଥ : ସମୟର ଶିଳାଲିପି
Copy and paste this URL into your WordPress site to embed
Copy and paste this code into your site to embed