ଯୁଗନାୟକ ବିବେକାନନ୍ଦ

ଯୁଗନାୟକ ବିବେକାନନ୍ଦ ତପନ ନାୟକ ​କେଉଁ ସୁଦୂରରୁ ଆସିଲ ହେ ଋଷି, ଜାଳି ଜ୍ଞାନର ଦୀପ,ତୁମରି କଣ୍ଠରେ ପ୍ରତିଧ୍ୱନିତ ହେଲା, ମାନବ ସେବାର ରୂପ।କୈଶୋରର ସେ ‘ନରେନ୍ଦ୍ର’ ତୁମେ, ବିଶ୍ୱବିଜୟୀ ବୀର,ଭାରତ ମାତାର ଗୁରୁ ଗୌରବ, ଉନ୍ନତ ତୁମ ଶିର।​ସେଦିନ ଶିକାଗୋ ସଭାମଞ୍ଚ ତଳେ, ଶୁଭିଲା ତୁମରି ସ୍ୱର,“ଭାଇ ଓ ଭଉଣୀ” ସମ୍ବୋଧନେ ତୁମେ, ଜିଣିଲ ବିଶ୍ୱପୁର।ଜାତି-ଧର୍ମ-ଭେଦ ସବୁ ପାଶୋରି ଦେଇ, ଶିଖାଇଲ ଭଲ ପାଇବା,ଦରିଦ୍ର ନାରାୟଣ ସେବା ମଧ୍ୟରେ ହିଁ, ଈଶ୍ୱରଙ୍କୁ ଖୋଜି ପାଇବା।​”ଉଠ, ଜାଗ … Continue reading ଯୁଗନାୟକ ବିବେକାନନ୍ଦ