Jagannath Temple Abhisheka ritual

ll ପୁଷ୍ୟାଭିଷେକ ନୀତି ପାଇଁ ମହାପ୍ରଭୁଙ୍କ ଜଳ ଅଧିବାସ ll

ll ପୁଷ୍ୟାଭିଷେକ ନୀତି ପାଇଁ ମହାପ୍ରଭୁଙ୍କ ଜଳ ଅଧିବାସ ll ଶ୍ରୀମନ୍ଦିରରେ ପୌଷ ପୂର୍ଣ୍ଣିମା ପୂର୍ବଦିନ, ଅର୍ଥାତ୍‌ ଚତୁର୍ଦ୍ଦଶୀ ତିଥିରେ, ଚନ୍ଦନଲାଗି ନୀତି ସମାପ୍ତ ପରେ ପୁଷ୍ୟାଭିଷେକ ନୀତି ପାଇଁ ମହାପ୍ରଭୁଙ୍କ ଜଳ ଅଧିବାସ କର୍ମ ଆରମ୍ଭ ହୁଏ। ଏହି ନୀତି ପାଇଁ ଭୋଗମଣ୍ଡପ ଘର ଧୋପଖାଳ କରାଯାଇ ଚାନ୍ଦୁଆ ବନ୍ଧାଯାଏ। ଏକ ହାଣ୍ଡି ଘିଅ ଓ ରୋଷକୃପରୁ ନୂଆ ହାଣ୍ଡିରେ ଆଣାଯାଇଥିବା ପାଣି ପରଖିମାନଙ୍କ ନିକଟରେ ରଖାଯାଏ। ବିଭକ୍ତ କରାଯାଇ ଚାରି ପନ୍ତି ହୋଇ ଚାନ୍ଦୁଆତଳେ […]

ll ପୁଷ୍ୟାଭିଷେକ ନୀତି ପାଇଁ ମହାପ୍ରଭୁଙ୍କ ଜଳ ଅଧିବାସ ll Read More »