ହୋଲିରୁ ଲଣ୍ଡନ
ହୋଲିରୁ ଲଣ୍ଡନ: ସିବିଡି ଭାଙ୍ଗ ଲସିର ଆଇନଗତତା ଏବଂ ବିଜ୍ଞାନର ରହସ୍ୟ ଉନ୍ମୋଚନ ଲୋକନାଥ ମିଶ୍ର ଯଦି ଆପଣ ଲଣ୍ଡନର କ୍ୟାନାରୀ ହ୍ଵାର୍ଫ (Canary Wharf) ସ୍ଥିତ ୱାଟର ଷ୍ଟ୍ରିଟ୍ରେ ଥିବା ପ୍ରସିଦ୍ଧ, ଇରାନୀ-କ୍ୟାଫେ ଶୈଳୀର ‘ଡିସୁମ୍’ (Dishoom) ରେଷ୍ଟୁରାଣ୍ଟକୁ ଯିବେ, ତେବେ ସେଠାକାର ମେନୁରେ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ପାଇବେ: ଗ୍ଲାସ ପ୍ରତି £୧୦ (୧୦ ପାଉଣ୍ଡ) ମୂଲ୍ୟରେ ମିଳୁଥିବା ଏକ ସିବିଡି ଭାଙ୍ଗ ଲସି (CBD Bhang Lassi)। ଭାରତୀୟ ସଂସ୍କୃତି ସହିତ […]

