KalamataRocks

କାଲାମାଟା ସମୁଦ୍ରକୂଳର ପଥର

କାଲାମାଟା ସମୁଦ୍ରକୂଳର ପଥର : ଏକ ସାଧାରଣ ପର୍ଯ୍ୟଟକଙ୍କ ଉତ୍ସୁକତା । ଗ୍ରୀସର ସୁନ୍ଦର ସହର କାଲାମାଟାରେ ମୋର ରହଣି ସମୟରେ ସମୁଦ୍ରକୂଳରେ ପ୍ରତିଦିନ କିଛି ନୂଆ ଦେଖିବାର ସୁଯୋଗ ମିଳୁଛି । ମୁଁ ଯେଉଁ Airbnb ଘରେ ରହୁଛି, ତାହା ସମୁଦ୍ରକୂଳକୁ ଲାଗିଥିବାରୁ ସକାଳେ ସମୁଦ୍ରସ୍ନାନ ଓ ସୂର୍ଯ୍ୟୋଦୟ ଦେଖିବା ସହିତ ସମୁଦ୍ରତଟର ପ୍ରକୃତିକୁ ନିକଟରୁ ଦେଖିବାର ଅବସର ମଧ୍ୟ ମିଳୁଛି । ଏହି ସମୁଦ୍ରକୂଳରେ ଅନେକ ପ୍ରକାରର ପଥର ଦେଖିବାକୁ ମିଳେ । କେତେକ […]

କାଲାମାଟା ସମୁଦ୍ରକୂଳର ପଥର Read More »