ସେହି ଶେଷ ସନ୍ଧ୍ୟାର ହେ ରାମ (୩୦, ୦୧, ୧୯୪୮)
ସେହି ଶେଷ ସନ୍ଧ୍ୟା . . . (୩୦ ଜାନୁଆରୀ, ୧୯୪୮) ସନ୍ଧ୍ୟା ସମୟ ସନ୍ଧ୍ୟା ପ୍ରାୟ ୫ଟା ବାଜି ୧୦ ମିନିଟ୍। ଦିଲ୍ଲୀର ବିର୍ଲା ହାଉସ। ବାପୁଜୀ ସେତେବେଳେ ସର୍ଦ୍ଦାର ପଟେଲଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ଥିଲେ। ସନ୍ଧ୍ୟା ପ୍ରାର୍ଥନା ପାଇଁ ଡେରି ହେଉଥିଲା। ବାପୁଜୀ ସମୟକୁ ନେଇ ବହୁତ ସଚେତନ ଥିଲେ, ସେ ତୁରନ୍ତ ଉଠିଲେ ଏବଂ ନିଜର ଦୁଇ “ସାଥୀ” (ନାତୁଣୀ) ଆଭା ଏବଂ ମନୁଙ୍କ କାନ୍ଧରେ ହାତ ରଖି […]
ସେହି ଶେଷ ସନ୍ଧ୍ୟାର ହେ ରାମ (୩୦, ୦୧, ୧୯୪୮) Read More »

