ଶ୍ରୀମତୀ ସତ୍ୟଭାମା ମିଶ୍ରଙ୍କ ଜୀବନ କାହାଣୀ (ଅଧ୍ୟାୟ – ୬)
ଶ୍ରୀମତୀ ସତ୍ୟଭାମା ମିଶ୍ରଙ୍କ ଜୀବନ କାହାଣୀ ଲେଖକ – ଲୋକନାଥ ମିଶ୍ର ଅଧ୍ୟାୟ – ୬ ଭକ୍ତିର ପଥିକା ଓ ନୀରବ ତ୍ୟାଗର ଜନନୀ : ୧୯୭୭ ମସିହାରେ ତାଙ୍କର ତଥା କଥିତ ଭଣଜା ତଥା ଜନ୍ମିତ ମଝିଆ ପୁଅ ସରକାରୀ ଚାକିରିରେ ଯୋଗଦେବା ପରେ ସତ୍ୟଭାମାଙ୍କ ପରିବାରର ଆର୍ଥିକ ଅବସ୍ଥା ଧୀରେ ଧୀରେ ସୁଧୁରିବାକୁ ଲାଗିଲା । ଦୀର୍ଘ ଦୁଃଖର ରାତ୍ରି ପରେ ଯେପରି ପ୍ରଭାତର ଆଲୋକ ଆସେ, ସେହିପରି ତାଙ୍କ ଘରେ ଆଶାର ଦୀପ […]
ଶ୍ରୀମତୀ ସତ୍ୟଭାମା ମିଶ୍ରଙ୍କ ଜୀବନ କାହାଣୀ (ଅଧ୍ୟାୟ – ୬) Read More »


