ମୁଁ

“ମୁଁ” ତପନ କୁମାର ନାୟକ ଆଉ ମୁଁ ମୋର ବୋଲି କହୁନିକହୁନି ମୁଁ କିଏ , ମୁଁ କାହିଁକି ଆସିଲିଅବା କାହା ପାପର ପ୍ରାୟଶ୍ଚିତ ପାଇଁଜଳି ଜଳି ପାଉଁଶ ହେବାପୂର୍ବରୁବୁଝିବାକୁ ଚେଷ୍ଟାକଲିଅବା ବୁଝାଈବାକୁ ଚେଷ୍ଟାକଲିକିଏ କଣ ଅର୍ଥ ନେଲାତାର ସୀମିତ ପରିଚୟ ଭିତରେଖାଲି ଗୋଡି ମାଟି – ଦେହଯନ୍ତ୍ରଣାର ସ୍ଵର ତୀବ୍ର ଅବାତିବ୍ରତରଖିନଭିନ କରି ଖାଇବାର ଶବ୍ଦରକ୍ତତା ଅବୟବ ହିଁ ତାର ପରିଚୟଅବିଶ୍ଵାସ ର ମୂଳଦୁଆ ରେଯେଉଁ ସମ୍ପର୍କ , ସେଠି ବିଶ୍ବାସରବିଶ୍ବାସର ମାନେ କିଛି ହୁଏନାସେଠି … Continue reading ମୁଁ