🕉️ ସପ୍ରେମ ସନାତନ ସ୍ମରଣ 🕉️
. ‼️ ସୁପ୍ରଭାତମ୍ ! ‼️
ଅବଶ୍ୟ ଜୀବନର ପ୍ରତ୍ୟେକ ସୁଯୋଗର ଲାଭ ଉଠାନ୍ତୁ….
କିନ୍ତୁ
କାହାର ପରିସ୍ଥିତି ଏବଂ ଅସହାୟତାର ଲାଭ ଉଠାନ୍ତୁ ନାହିଁ….
ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥
ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🌹
✿ଓ❣️ ଶ୍ରୀ ଜଗନ୍ନାଥ ଶରଣଂ❣️ଆ✿
ଆମର ସ୍ବାଭିମାନ: ସତ୍ୟ ସନାତନ ଧର୍ମ🙏

