କାର୍ତ୍ତିକ ମାସର ପବିତ୍ର ପ୍ରଭାତରେ ବାଇଶି ପାହାଚରେ ପ୍ରଣାମ, ମହାପ୍ରଭୁଙ୍କ ଦର୍ଶନ ଓ ଭକ୍ତିଭରା ପ୍ରାର୍ଥନାର ଏକ ଆଧ୍ୟାତ୍ମିକ କବିତା।

ସନ୍ଧ୍ୟା ହେଲେ ବଡ଼ଦେଉଳରେ ଶଙ୍ଖନାଦ ଓ କର୍ପୂର ଆଳତିର ଦିବ୍ୟ ଆଲୋକ ଭକ୍ତିରେ ଭରିଦିଏ ହୃଦୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ଆମର ସମସ୍ତ ଦୁଃଖ, ଅନୁତାପ ଓ ଅଶ୍ରୁ ଅର୍ପଣ କରିବା ହିଁ ପ୍ରକୃତ ଶରଣାଗତି।

ଆଶିଷ କୁମାର ନାୟକ

