ଦିନ ୨୦: ଶ୍ରୀଜଗନ୍ନାଥଙ୍କ ଦଶଅବତାର ତତ୍ତ୍ୱ ଓ ରତ୍ନସିଂହାସନ
ମତ୍ସ୍ୟରୁ କଳ୍କୀ ପର୍ଯ୍ୟନ୍ତ ଦଶଅବତାରର ମହିମା ହେଉଛି ସୃଷ୍ଟିର ସୁରକ୍ଷା ଓ ଧର୍ମର ସଂସ୍ଥାପନାର ଦିବ୍ୟ ଗାଥା।

ସନ୍ଧ୍ୟାରେ ଦୀପ ଜାଳି ପ୍ରାର୍ଥନା।

ସମସ୍ତ ଅବତାରଙ୍କ ଆଧାର ପ୍ରଭୁ ଶ୍ରୀଜଗନ୍ନାଥ। ରତ୍ନସିଂହାସନରେ ବିରାଜିତ ମହାପ୍ରଭୁଙ୍କ ଦର୍ଶନ ଓ ନାମ ସ୍ମରଣରେ ଭକ୍ତିମୟ ହୋଇଉଠୁ ଆମ ଜୀବନ।
ମନରେ ରହୁ ଭକ୍ତି, ଜୀବନରେ ରହୁ ଶାନ୍ତି।

