🌹🌹🌹 କାର୍ତ୍ତିକ ମାହାତ୍ମ୍ୟ ୨🌹🌹🌹
🌹🌹🌹 କାର୍ତ୍ତିକ ମାହାତ୍ମ୍ୟ 🌹🌹🌹
ଭାଗ ----୨
ଭାଗ —-୨
ଦୁରରେ ନିଷାଦ ଗଣ ଥିଲେ, ସନ୍ଦେଶ ଦେଲେ। ପତି ଓ ପିଅର ହତ ଶୁଣି ସେ ମୋହ ହୋଇ ଗଲା। ସେ ଶୋକ ସମ୍ଭାଳି ଶାନ୍ତି ହେଲେ। ସେ ଯାଇ ଦୁଇ ଜଣ ଙ୍କ ପ୍ରେତ କର୍ମ ସାରିଦେଲେ। ରାଜା ତାହାର ଧନ ନେଇ ଗଲେ। ଆଉ ଜଣେ ବିପ୍ର ତାଙ୍କ ଘର ବାଡ଼ି ନେଇ ଗଲେ। ସେ ଉଦର ପୋଷଣ ପାଇଁ କର୍ପାସ ବସ୍ତ୍ର ବିକ୍ରି କଲା। ସେ କାର୍ତ୍ତିକ ବ୍ରତ ଓ ଏକାଦଶୀ ପାଳନ କଲେ। ସେ ତୁଳସୀ ବୃକ୍ଷ ଆରାଧନା କଲେ। ପଞ୍ଚ ବର୍ଣ୍ଣ ମୁରୁଜ ପକେଇଲା। ସାୟ କାଳରେ ଦୀପ ବସେଇଲେ ଓ ହବିଷ ଅନ୍ନ ଏକାବେଳେ ସେବନ କଲେ। ଶୟନ କାଳରେ ତୃଣ ଶର୍ଯ୍ଯା କଲେ। ଏପରି କେତେ ଦିନ ପରେ ତା’ର ଦେହରେ ଜର ପ୍ରବେଶ କଲା। କାର୍ତ୍ତିକ ମାସରେ ପ୍ରାତଃ କାଳ ରେ ସ୍ନାନ କଲେ। ଅଙ୍ଗରେ ସନ୍ନିପାତ ବ୍ୟାପି ଗଲେ। ସେ ପଞ୍ଚତ୍ବ ପାଇଲେ। ତାକୁ ବିଷ୍ଣୁ ଦୁତ ମାନେ ଆସି ଘେନି ଗଲେ ବୈକୁଣ୍ଠ ଭୁବନକୁ । ଦ୍ଵାପର ଯୁଗେ ତୁମେ ସତ୍ୟଭାମା ରୁପେ ଜନ୍ମ ଗ୍ରହଣ କଲ। କମଳିନୀ ଙ୍କ ସନ୍ତୋଷ ରୁ ତୁମେ ଏଠି ରହିଲେ।
ଓମ ନମଃ ଭଗବତେ ବାସୁଦେବାୟ


