. ꧁❣️ଶ୍ରୀରାମ ଚରିତ ମାନସ❣️꧂
. ॥ ଅଯୋଧ୍ୟା କାଣ୍ଡ ॥
. 🌹 ॐ 🌹
ଏକ ଦେଖି ବଟ ଛାଁହ ଭଲି ଇସି ମୃଦୁଲ ତୃନ ପାତ । କହହିଂ ଗବାଁଇଅ ଛିନୁକୁ ଶ୍ରମୁ ଗବନବ ଅବହିଂକି ପ୍ରାତ ॥
ଭାବାର୍ଥ :- କେହି କେହି ବଟ ବୃକ୍ଷ ଛାୟା ଦେଖି ନରମ ଘାସ ଆଉ ପତ୍ର ବିଛାଇ କହୁଥିଲେ ଏଠାରେ ଅଳ୍ପ ସମୟ ହେଉ ମଧ୍ୟ ବିଶ୍ରାମ କରି କ୍ଳାନ୍ତି ଦୂର କରିନିଅନ୍ତୁ । ତା’ପରେ ଆପଣ ଆଜି ଯାଇପାରିବେ କିମ୍ବା ଆସନ୍ତା କାଲି ସକାଳୁ ଯାଇପାରିବେ ।
ଏକ କଲସ ଭରି ଅନହିଂ ପାନୀ । ଅଁଚଇଊ ନାଥ କହହିଂ ମୃଦୁ ବାନୀ ॥ ସୁନି ପ୍ରିୟ ବଚନ ପ୍ରୀତି ଅତି ଦେଖୀ । ରାମି କୃପାଲ ସୁସୀଲ ବିସେଷୀ ॥
ଭାବାର୍ଥ :- କେହି ପାତ୍ର ରେ ପାଣି ଭରି ଆଣୁଥିଲେ ଆଉ କୋମଳ ବାଣୀ ରେ କହିଲେ, ହେ ନାଥ ! ଆପଣ ତ ଆଚମନ କରିଦିଅନ୍ତୁ । ତାଙ୍କ ପ୍ରେମ ପୂର୍ଣ୍ଣ କଥା ଶୁଣି ଆଉ ତାଙ୍କ ମନରେ ଅତ୍ୟନ୍ତ ପ୍ରେମ ଆଉ ସ୍ନେହ ଦେଖି ଦୟାଳୁ ଆଉ ପରମ ସୁଶୀଳ ପ୍ରଭୁ ଶ୍ରୀରାମ …- !!
✿❁❣️༒ ଜୟ ସୀତାରାମ ༒❣️❁✿

