tulips-bed-colorful-color-69776-69776.jpg

॥ ଭାଗବତ ॥

( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ଚତୁର୍ଥ ଅଧ୍ୟାୟ )

ପ୍ରସଙ୍ଗ – ଶ୍ରୀକୃଷ୍ଣ ଜନ୍ମ

ଭାବାର୍ଥ – ଭଗବାନ ଶ୍ରୀହରି ତାଙ୍କୁ ନେଇ ନନ୍ଦଘରେ ଯଶୋଦାଙ୍କ କୋଳରେ ରଖି ସେଠାରୁ ଯଶୋଦାଙ୍କ ଗର୍ଭରୁ ସଦ୍ୟ ଜାତ ହୋଇଥିବା କନ୍ୟାକୁ ନେଇ ଆସିବାକୁ ପିତା ବସୁଦେବଙ୍କୁ କହିଲେ।
————//-/////////——-.
ଆସନ୍ତୁ ପଢିବା ଗୀତା….

ଅଧ୍ୟାୟ ୧୨ – ଶ୍ଳୋକ ୧୦ – ଭକ୍ତିଯୋଗଃ

ଅଭ୍ୟାସେ‌உପ୍ୟସମର୍ଥୋ‌உସି ମତ୍କର୍ମପରମୋ ଭଵ |। ମଦର୍ଥମପି କର୍ମାଣି କୁର୍ଵନ୍ସିଦ୍ଧିମଵାପ୍ସ୍ୟସି || ୧୦ ||

ଯଦି ତୁମେ ଏପରି ଅଭ୍ୟାସ କରିବାକୁ ଅସମର୍ଥ ହୁଅ ତେବେ ମୋପାଇଁ କର୍ମ ପରାୟଣ ହୁଅ । ମୋପାଇଁ ସକଳ କର୍ମ କରି ମଧ୍ୟ ତୁମେ ସିଦ୍ଧିଲାଭ କରିପାରିବବ ।

✿❣️༒ ଜୟ ଜଗନ୍ନାଥ ༒❣️✿
—/-/———————-/-//———///———
. ꧁❣️ଶ୍ରୀରାମ ଚରିତ ମାନସ❣️꧂

‍ ‍‌ ‍‌‍
✿❁❣️༒ ଜୟ ସୀତାରାମ ༒❣️❁✿

Leave a Comment

Your email address will not be published. Required fields are marked *