ଏକ୍ରମ ପ୍ରତିଭା ସମ୍ମାନ ସମାରୋହ – ୨୦୨୫
ପ୍ରିୟ ଭାଇ ଓ ଭଉଣୀ ମାନେ,
ଆପଣମାନଙ୍କୁ ମୁଁ ଏକ୍ରାମ ପ୍ରତିଭା ସମ୍ମାନ ସମାରୋହ – ୨୦୨୫ କୁ ଅତ୍ୟନ୍ତ ଆଦର ର ସହିତ ସ୍ୱାଗତ ଜଣାଉଅଛି । ଆମର ଏହି କାର୍ଯ୍ୟକ୍ରମ ଟି ଆସନ୍ତା , ୨ ଡିସେମ୍ବର ୨୦୨୫ ରେ ଜୟଦେବ ଭବନ, ଭୁବନେଶ୍ୱରରେ ଅନୁଷ୍ଟିତ ହେବ ।
ଆଜି ଆପଣମାନେ ଯେଉଂ ସମ୍ମାନ ପାଉଛନ୍ତି, ସେହିଟା ଆପଣମାନଙ୍କର ପରିଶ୍ରମ, ଭଲ ବୁଦ୍ଧି ଓ ସୁନ୍ଦର କାମ ପାଇଁ ମିଳୁଅଛି । ଆପଣମାନେ ପ୍ରକ୍ରୁତରେ ଅନ୍ୟ ମାନଂକ ପାଇଁ ଏକ ଉତ୍ତମ ଉଦାହରଣ ।
ଆମେ ଯେଉଁ ଏକାଠି ହେବା ତା ପୁର୍ବରୁ ଆମେ ପ୍ରଭୁ ଜଗନ୍ନାଥଙ୍କ ନାମରେ ଏକ ଛୋଟ ପ୍ରତିଜ୍ଞା କରିବା —
🕊️ ପ୍ରତିଦିନ ଭଲ ଭାବନା ରଖିବା ।
🕊️ ଅନ୍ୟମାନଙ୍କୁ ଦୟା ଓ ସହଯୋଗ କରିବା ।
🕊️ ଆମର ଜ୍ଞାନ, ପଢ଼ା ଓ ପ୍ରତିଭାକୁ ସମାଜ ପାଇଁ ଭଲ କାମରେ ବ୍ୟବହାର କରିବା ।
ପ୍ରଭୁ ଜଗନ୍ନାଥ ଆପଣମାନଙ୍କୁ ସବୁବେଳେ ଆଶୀର୍ବାଦ କରନ୍ତୁ । ଆପଣମାନେ ଅନ୍ୟ ମାନଂକୁ ଆଲୋକ ଓ ଦୟା ପ୍ରସାର କରିପାରୁଥିବା ପରି ଭଲ ମଣିଷ ହୋଇ ରୁହନ୍ତୁ ।
ପୁଣିଥରେ, ଆମ ପରିବାର Happy Moments India ରେ ଆପଣମାନଙ୍କୁ ଅନ୍ତରିକ ସ୍ୱାଗତ ।
ଏହି ସମ୍ମାନ ଆପଣମାନଙ୍କୁ ଆଗକୁ ଆଉ ଭଲ କାମ କରିବାକୁ ପ୍ରେରଣା ଦେଉ ।
ଶୁଭେଚ୍ଛା ଓ ଆଶୀର୍ବାଦ ସହିତ,
ଲୋକନାଥ ମିଶ୍ର


