ଅବକାଶ ନୀତି ଓ ଆକାଶଦୀପ ଦର୍ଶନ | କାର୍ତ୍ତିକ ଭକ୍ତି କବିତା
କାର୍ତ୍ତିକ ମାସର ଏହି ପବିତ୍ର ଅବସରରେ ମୋର ପ୍ରାର୍ଥନା—ହେ ନୀଳାଦ୍ରି ବିହାରୀ, ଆମ ହୃଦୟରେ ଶୁଦ୍ଧ ଜ୍ଞାନ, ଅସୀମ ଭକ୍ତି ଓ ଶାନ୍ତିର ଦୀପ ଜଳାଇଦିଅ। ତୁମ ନାମ ସ୍ମରଣରେ ଆମ ଜୀବନ ସାର୍ଥକ ହେଉ।

ସନ୍ଧ୍ୟାରେ ଆକାଶଦୀପର ଦିବ୍ୟ ଜ୍ୟୋତି ମନର ଅନ୍ଧକାର ଦୂର କରିବା ସହ ପ୍ରଭୁଙ୍କ ଚରଣରେ ଶରଣାଗତିର ବାର୍ତ୍ତା ଦିଏ।

✍️ Written by: Ashish Kumar Nayak


