uh@gmail.com

Death Is an Illusion

Death Is an Illusion : A Modern Near-Death Experience in the Light of the Bhagavad Gita

Death Is an Illusion : A Modern Near-Death Experience in the Light of the Bhagavad Gita By Lokanath Mishra Death has always remained one of humanity’s greatest mysteries. Across civilizations, religions, and philosophies, thinkers have tried to understand what happens when life appears to end. A recent near-death experience (NDE) narrated by Brianna Lafferty, a […]

Death Is an Illusion : A Modern Near-Death Experience in the Light of the Bhagavad Gita Read More »

Aye Mere Watan Ke Logon

ଯେବେ ଲତାଙ୍କ କଣ୍ଠସ୍ୱର ଶୁଣି ନେହେରୁଙ୍କ ଆଖିରୁ ଲୁହ ଝରିଥିଲା…

ଯେବେ ଲତାଙ୍କ କଣ୍ଠସ୍ୱର ଶୁଣି ନେହେରୁଙ୍କ ଆଖିରୁ ଲୁହ ଝରିଥିଲା… ​ଆଜିର ଦିନ (୨୭ ଜାନୁଆରୀ) ଭାରତୀୟ ସଙ୍ଗୀତ ଏବଂ ଦେଶପ୍ରେମ ଇତିହାସରେ ଏକ ସ୍ମରଣୀୟ ଦିନ।​୨୭ ଜାନୁଆରୀ, ୧୯୬୩: ୧୯୬୨ ଭାରତ-ଚୀନ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସେହିଦିନ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ପ୍ରଥମ ଥର ପାଇଁ ଗାଇଥିଲେ ସେହି କାଳଜୟୀ ଗୀତ— “ଏ ମେରେ ୱତନ କେ ଲୋଗୋଁ”

ଯେବେ ଲତାଙ୍କ କଣ୍ଠସ୍ୱର ଶୁଣି ନେହେରୁଙ୍କ ଆଖିରୁ ଲୁହ ଝରିଥିଲା… Read More »

Basi Ratha Kuajanga

ବାସି ରଥ

ବାସି ରଥ ସାରଦା ପ୍ରସାଦ ମିଶ୍ର ଉତ୍କଳ ଜାହ୍ନବୀ ମହାନଦୀ ଶାଖାଭଣ୍ଡୁଆ ଓ ବଡ ନଦୀଏ ଦୁଇ ତଟିନୀ ମଧ୍ୟେ ଥିବା କ୍ଷେତ୍ରକୁଜଙ୍ଗ ନାମେ ପ୍ରସିଦ୍ଧି ।ମହୋଦଧି ସନ୍ନିକଟ ଏହି ଭୂମି‘ଅଶ୍ଵତ୍ଥ କ୍ଷେତ୍ର ‘ ର ନାମେପ୍ରସାରିତ ଲଭେ ଜନ ମୁଖେ ଆଜିଇତିହାସ ତାହା ଜାଣେ ।ବଙ୍ଗଳ। ନବାବ ସୁଲେମାନ କର।ଣୀତାଙ୍କ ଥାଟ ସେନାପତିକଳା ପାହାଡ଼ ନାମଧାରୀ ନିଷ୍ଠୁରହିନ୍ଦୁ ବିଦ୍ଵେଷୀ ବ୍ୟକ୍ତି ।ଆକ୍ରମଣ କରି ପୁରୀ ଶ୍ରୀମନ୍ଦିରୁବିଗ୍ରହ ମାନଙ୍କୁ ଧରିହସ୍ତୀ ପରେ ରଖି ସୈନ୍ୟ ସେନା ସହଉତ୍କଳ

ବାସି ରଥ Read More »

Fitment Factor, Pension Revision and Constitutional Mandate : Why the 8th Pay Commission Must Deliver Substantive Justice to Pensioners ?

Fitment Factor, Pension Revision and Constitutional Mandate: Why the 8th Pay Commission Must Deliver Substantive Justice to Pensioners ? By Lokanath Mishra, The Chief Adviser, The All India Pensioners Association of CBIC: In recent times, apprehensions have been deliberately created regarding the alleged denial of pension revision to existing pensioners under the 8th Central Pay

Fitment Factor, Pension Revision and Constitutional Mandate : Why the 8th Pay Commission Must Deliver Substantive Justice to Pensioners ? Read More »

Gangeshwar Mahadev

Gangeshwar Mahadev : The Unspoken Completion of Jyotirlinga Darshan

Gangeshwar Mahadev: The Unspoken Completion of Jyotirlinga Darshan By Lokanath Mishra In the sacred journey of a devotee, the darshan of the twelve Jyotirlingas of Lord Shiva is regarded as one of the highest spiritual accomplishments. Yet, ancient spiritual wisdom quietly reminds us that this divine pilgrimage remains incomplete without the darshan of Gangeshwar Mahadev—a

Gangeshwar Mahadev : The Unspoken Completion of Jyotirlinga Darshan Read More »

Who Should Undertake Continuous Pilgrimage for Devatā Darśan

Who Should Undertake Continuous Pilgrimage for Devata Darsan?

Who Should Undertake Continuous Pilgrimage for Devata Darsan? Pilgrimage (Tirtha Yatra) is not merely physical travel to holy places; it is an inward journey of the mind and soul. Our scriptures and elders have consistently emphasized that true devatā darśan becomes meaningful only when the mind is calm, detached, and fully present. In this context,

Who Should Undertake Continuous Pilgrimage for Devata Darsan? Read More »

କୋଣାର୍କର ପବିତ୍ର ସୂର୍ଯ୍ୟ ଉପାସନା

ଚନ୍ଦ୍ରଭାଗା ତୀର୍ଥ ଓ ଅର୍କକ୍ଷେତ୍ରର ସେଇ ପବିତ୍ର ପ୍ରଭାତ…

ଚନ୍ଦ୍ରଭାଗା ତୀର୍ଥ ଓ ଅର୍କକ୍ଷେତ୍ରର ସେଇ ପବିତ୍ର ପ୍ରଭାତ… ​ସମୟ ପ୍ରାୟ ରାତି ୩ଟା। ଚାରିଆଡ଼େ କାକର ଭିଜା ଶୀତୁଆ ପବନ। କିନ୍ତୁ କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି ଆଜି ଜନସମୁଦ୍ରରେ ପରିଣତ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ କଣ୍ଠରୁ ଶୁଭୁଛି— “ଓଁ ସୂର୍ଯ୍ୟାୟ ନମଃ”। ​କାହିଁକି ଆଜି ଏତେ ଭିଡ଼?ଏହା ପଛରେ ରହିଛି ଏକ ସୁନ୍ଦର ପୌରାଣିକ ଗପ। ଶାସ୍ତ୍ର କୁହେ, ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଦୁରାରୋଗ୍ୟ କୁଷ୍ଠ ବ୍ୟାଧିରେ ପୀଡ଼ିତ ଥିଲେ। ନାରଦଙ୍କ ପରାମର୍ଶରେ

ଚନ୍ଦ୍ରଭାଗା ତୀର୍ଥ ଓ ଅର୍କକ୍ଷେତ୍ରର ସେଇ ପବିତ୍ର ପ୍ରଭାତ… Read More »