ମହାଭାରତ ଗଦ୍ୟରେ !
ମହାଭାରତ ଗଦ୍ୟରେ ! ଭାଗ – ୧୨୧ ! ଅର୍ଜୁନଙ୍କ ଆତ୍ମସମର୍ପଣ ଓ ଶ୍ରୀକୃଷ୍ଣଙ୍କ ଦିବ୍ୟ ଉପଦେଶର ଆରମ୍ଭ ! ଲେଖକ – ଲୋକନାଥ ମିଶ୍ର, MA, LLB, IRS (Retired) । ୧. ଯେତେବେଳେ ଅର୍ଜୁନ ନିଜକୁ ଅସହାୟ ମନେ କଲେ ! କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଦୁଇ ପକ୍ଷର ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଠିଆ ହୋଇଥିଲେ । ଶଙ୍ଖଧ୍ୱନି ଓ ଯୁଦ୍ଧର ଆହ୍ୱାନ ମଧ୍ୟରେ ଅର୍ଜୁନଙ୍କ ମନରେ କିନ୍ତୁ ଏକ ଭୟଙ୍କର ଝଡ଼ […]










