ଓଡ଼ିଆ ଭକ୍ତି କବିତା
ପ୍ରଭାତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋପାଳବଲ୍ଲଭ ଭୋଗର ପବିତ୍ର ଦୃଶ୍ୟ ଏବଂ ସନ୍ଧ୍ୟାରେ ବଡ଼ଦେଉଳର ଧୂପ, ଘଣ୍ଟ ଓ କାହାଳୀର ଦିବ୍ୟ ନାଦ ଭକ୍ତ ହୃଦୟକୁ ଭକ୍ତିରସରେ ଭରିଦିଏ।

ପ୍ରଭୁଙ୍କ ପାଖରେ ଆମର ପ୍ରାର୍ଥନା କେବଳ ଧନସମ୍ପଦ ନୁହେଁ, ବରଂ ନିର୍ମଳ ହୃଦୟ, ଅଟଳ ବିଶ୍ୱାସ ଓ ତାଙ୍କ ଶ୍ରୀଚରଣରେ ଚିରକାଳ ଆଶ୍ରୟ। ମହାପ୍ରଭୁ ଆମର ସମସ୍ତ ଦୋଷ କ୍ଷମା କରି ଜୀବନକୁ ଶାନ୍ତି ଓ ଭକ୍ତିରେ ଭରିଦିଅନ୍ତୁ।

✍️ ଲେଖକ: ଆଶିଷ କୁମାର ନାୟକ

