uh@gmail.com

ମାଘ ସପ୍ତମୀ, ଚନ୍ଦ୍ରଭାଗା, ସୂର୍ଯ୍ୟ ନାରାୟଣ

ସୂର୍ଯ୍ୟାର୍ଘ୍ୟ

ସୂର୍ଯ୍ୟାର୍ଘ୍ୟ ତପନ ନାୟକ ​ତୀର୍ଥ ପୁଷ୍କରିଣୀ ଚନ୍ଦ୍ରଭାଗା କୂଳେ,ଭକ୍ତିର ଜୁଆର ଉଛୁଳେ…ଅନ୍ଧକାର ନାଶି ଆସୁଛନ୍ତି ପ୍ରଭୁ,ସପ୍ତ ଅଶ୍ୱ ଚଢ଼ି ହେଳେ ।​ଶାମ୍ବ ପାଇଥିଲେ ମୁକ୍ତିର ମାର୍ଗ,ସେହି ପବିତ୍ର ଏ ବାରି…ଶ୍ରଦ୍ଧାରେ ଢାଳୁଛି ପ୍ରଣାମ ଅର୍ଘ୍ୟ,ଦୁଃଖ ଯାଉ ମୋର ସରି ।​ଅର୍କକ୍ଷେତ୍ରର ସୁନେଲି ବାଲିରେ,ଜାଳିଦିଅ ପ୍ରେମ ଦୀପ…ତୁମରି ଆଲୋକେ ଆଲୋକିତ ହେଉ,ସଭିଙ୍କର ମନ ପାପ ।​ଜୟ ଜୟ ହେ ସୂର୍ଯ୍ୟ ନାରାୟଣ,ଜୟ ହେ ଜଗତ ଆଖି…ତୁମରି କରୁଣା ଆମ ସାଥେ ଥାଉ,ଚନ୍ଦ୍ରଭାଗା ହେଉ ସାକ୍ଷୀ ।​🙏 ଓଁ ସୂର୍ଯ୍ୟାୟ […]

ସୂର୍ଯ୍ୟାର୍ଘ୍ୟ Read More »

netaji-hitler-sandhi-1942-romanchak-kahani

ହିଟଲରଙ୍କ ସାମ୍ନାରେ -ନେତାଜୀ

ହିଟଲରଙ୍କ ସାମ୍ନାରେ -ନେତାଜୀ ଯେତେବେଳେ ଜର୍ମାନୀରେ ହିଟଲରଙ୍କ ସାମ୍ନାରେ ନିର୍ଭୀକ ଭାବେ ଠିଆ ହୋଇଥିଲେ ନେତାଜୀ ​ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ୧୯୪୨ ମସିହା ମଇ ୨୯ ତାରିଖର ସେହି ଦିନଟି ସବୁଠାରୁ ଚର୍ଚ୍ଚିତ। ବ୍ରିଟିଶ୍ ସରକାରଙ୍କ ଆଖିରେ ଧୂଳି ଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯେତେବେଳେ ଜର୍ମାନୀରେ ପହଞ୍ଚିଥିଲେ, ସେଠାରେ ତାଙ୍କର ସାକ୍ଷାତ ହୋଇଥିଲା ତତ୍କାଳୀନ ଶକ୍ତିଶାଳୀ ଶାସକ ଆଡଲଫ୍ ହିଟଲରଙ୍କ ସହ।​ସେହି ରୋମାଞ୍ଚକର କାହାଣୀ:କୁହାଯାଏ, ନେତାଜୀଙ୍କୁ ଭେଟିବା ପୂର୍ବରୁ ହିଟଲର ନିଜର କିଛି

ହିଟଲରଙ୍କ ସାମ୍ନାରେ -ନେତାଜୀ Read More »

ତପନ ନାୟକ

ନିଜ ମାଟିରେ ଶରଣାର୍ଥୀ

ନିଜ ମାଟିରେ ଶରଣାର୍ଥୀ ତପନ ନାୟକ ​ଜାନୁଆରୀ ଉଣେଇଶିର ସେ କାଳ ରାତି,ଲିଭିଯାଇଥିଲା ସବୁ ଆଶାର ଜ୍ୟୋତି।ନିଜ ଘର କୋଣେ ଲୁଚିଥିଲା ପ୍ରାଣ,ଚାରିଆଡ଼େ ଶୁଭେ ମୃତ୍ୟୁର ସ୍ଲୋଗାନ। ।।୧।।​ଛାଡ଼ିବାକୁ ପଡ଼ିଲା ପୈତୃକ ସେ ଘର,ନିଜ ଜନ୍ମମାଟି ହୋଇଗଲା ପର।ସେ ପାହାଡ଼, ସେ ବରଫ, ସେ ଝରଣାର ଧାର,ଆଖି ଲୁହେ ଭିଜିଥିଲା କାଶ୍ମୀର ମୋର। ।।୨।।​ହଜିଗଲା ସବୁ ପିଲାଦିନର ସେ ଖେଳ,କଣ୍ଠେ କାତର ସ୍ୱର, ସମୟଟି କାଳ।ନିଜ ଦେଶେ ସାଜିଲୁ ଆମେ ଶରଣାର୍ଥୀ,ଅନ୍ଧାରେ ଖୋଜୁଛୁ ଆଜି ବି ଜୀବନର

ନିଜ ମାଟିରେ ଶରଣାର୍ଥୀ Read More »

PARIPOORNA MEDICLAIM AYUSH BIMA

PARIPOORNA MEDICLAIM AYUSH BIMA

PARIPOORNA MEDICLAIM AYUSH BIMA A Policy Response That Reveals the Structural Crisis of CGHS By Lokanath Mishra I. Introduction The Government of India has recently introduced an optional health insurance product titled “Paripoorna Mediclaim Ayush Bima”, made available exclusively to beneficiaries of the Central Government Health Scheme (CGHS). The announcement, issued by the Department of

PARIPOORNA MEDICLAIM AYUSH BIMA Read More »

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତିସାରଦା ପ୍ରସାଦ ମିଶ୍ର “ଜାଇଫୁଲ ଚୁଡ଼ା ଆଉ ଚାଉଳ ବ।ନ୍ଧଯିବା ସମ୍ବଲପୁରଆସି ହେଲା ମକର” ପୂରୁବେଯୁଗ୍ମ ନୃତ୍ୟ ଥିଲା ଯାତ୍ରାର ।ମକର ସଂକ୍ରାନ୍ତି ହିନ୍ଦୁ ପର୍ବ ତିଥିପୂଜା ଯାଏ ଦିବାକରଦକ୍ଷିଣାୟନ ଗତି ଶେଷ କରିସୂର୍ଯ୍ୟ ଯାଆନ୍ତି ଉତ୍ତର ।କପିଳ ଶ।ପରେ ସାଗର ସନ୍ତାନହୋଇଥିଲେ ଭସ୍ମୀଭୂତପୂର୍ବଜ ଉଦ୍ଧାର ପାଇଁ ଜାହ୍ନବୀଙ୍କୁତପକରି ଭଗୀରଥ।ହର ଜଟା ମଧ୍ୟୁ ପାବନୀ ଗଙ୍ଗ।ଙ୍କୁଆଣିଥିଲେ ଧରାପରେଏଥିପାଇଁ ଏହା ପବିତ୍ର ଦିବସହିନ୍ଦୁ ମାନଙ୍କ ପକ୍ଷରେ ।ଶ୍ରୀ ଜଗନ୍ନାଥ ବଳରାମ ନବାଙ୍କବେଶ କରନ୍ତି ଧାରଣସୋଲେ ନିର୍ମିତ ଶଙ୍ଖ

ମକର ସଂକ୍ରାନ୍ତି Read More »

ତ୍ରିବେଣୀ ଅମାବାସ୍ୟା

ତ୍ରିବେଣୀ ଅମାବାସ୍ୟା

ତ୍ରିବେଣୀ ଅମାବାସ୍ୟାସାରଦା ପ୍ରସାଦ ମିଶ୍ର ମାଘ ଅମାବାସ୍ୟା ଶାସ୍ତ୍ର ମତେ ନାମତ୍ରିବେଣୀ ଅବା ମଉନିତିନି ତଟିନୀ ର ସଙ୍ଗମ ସ୍ଥଳକୁକୁହାଯାଏ ଟି ତ୍ରିବେଣୀ ।ଏ ଅମାବାସ୍ୟାରେ ତ୍ରିବେଣୀ ସ୍ଥାନରେକରିଲେ ସ୍ନାନ ତର୍ପଣପିତୃ ପୁରୁଷଙ୍କ ସମସ୍ତ କଳୁଷହୋଇଥାଏ ନିବାରଣ ।ଜ୍ଞାନ ଭକ୍ତି କର୍ମ ତିନି ମହଯୋଗଯେ କାଳେ ହୁଏ ମିଳନସେ ଦିନ ଅଟଇ ମାଘ ଅମାବାସ୍ୟାତ୍ରିବେଣୀ ତା ଅନ୍ୟ ନାମ ।ଶରୀର ମନକୁ ପ୍ରଭାବିତ କରେଦୁଇ ଗ୍ରହ ରବି ଶଶୀସୁରୁଜ ଦର୍ଶନ ହୋଇଥାଏ କିନ୍ନ୍ତୁଚନ୍ଦ୍ର ଆସେ ନାହିଁ ଦୃଷ୍ଟି

ତ୍ରିବେଣୀ ଅମାବାସ୍ୟା Read More »