ମାଘ ସ୍ନାନର ମାହାତ୍ମ୍ୟ
🌹🌹 ମାଘ ସ୍ନାନର ମାହାତ୍ମ୍ୟ 🌹🌹 ମଘା ନକ୍ଷତ୍ର ଅନୁସାରେ ମାସର ନାମ ମାଘ। ସଂସ୍ମୃତ ମାଘମ୍ ଶବ୍ଦର ଅର୍ଥ, ଯେଉଁ ମାସ ସଂପୂର୍ଣ୍ଣ ପାପମୁକ୍ତ। ଏହି ମାସରେ ଭଗବାନ ବିଷ୍ଣୁ ମାଧବ ନାମରେ ପୂଜିତ ହୋଇଥାନ୍ତି। କଥିତ ଅଛି, ଏହି ମାସରେ ସରସ୍ୱତୀ, ସୂର୍ଯ୍ୟ ଓ ଶିବ ଜନ୍ମ ଗ୍ରହଣ କରିଥିଲେ। କାର୍ତ୍ତିକ ମାସରେ ଯେପରି ଦୀପଦାନ ଦ୍ୱାରା ମହତ୍ ପୁଣ୍ୟ ପ୍ରାପ୍ତି ହୁଏ, ଠିକ୍ ସେହିପରି ମାଘମାସରେ ଅରୁଣୋଦୟ କାଳରେ ସ୍ନାନ କରି ସୂର୍ଯ୍ୟ […]
ମାଘ ସ୍ନାନର ମାହାତ୍ମ୍ୟ Read More »









